ତାଜା ଖବର ରାଜ୍ୟ Flood Alert in Odisha: ପୁଣି ରାଜ୍ୟରେ ବନ୍ୟା ପରିସ୍ଥିତି: ବିପଦ ସଙ୍କେତ ଟପିଲା ବୈତରଣୀ, ବଢ଼ୁଛି ସାଳନ୍ଦୀର ଜଳସ୍ତର August 14, 2026 Papirani ଉତ୍ତର ଓଡ଼ିଶାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିରୁ ରାଜ୍ୟବାସୀ ବାହାରୁନଥିବା ବେଳେ ପୁଣି ଥରେ ଲଘୁଚାପ ଜନିତ ଲଗାଣ ବର୍ଷା ସେମାନଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି। ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଥିବା ବେଳେ…