ତାଜା ଖବର ରାଜ୍ୟ Flood Duty Negligence: ବନ୍ୟା ସମୟରେ ଅନୁପସ୍ଥିତ ରହିବାରୁ RI ସସପେଣ୍ଡ September 29, 2026 Papirani ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଛୁଟି ବାତିଲ କରାଯାଇଥିବା ସତ୍ତ୍ୱେ ସେ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। କର୍ତ୍ତବ୍ୟରେ ଏପରି ଅବହେଳାକୁ…