Tag: Residential Schools

School Hostel Safety in Odisha: ଆବାସିକ ଛାତ୍ରୀ ନିବାସରେ ବଢୁଛି ନାବାଳିକା ଗର୍ଭବତୀ ସଂଖ୍ୟା: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟର ଆବାସିକ ଛାତ୍ରୀ ନିବାସଗୁଡ଼ିକରେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବା ଘଟଣା ଏବେ ସାରା ରାଜ୍ୟରେ ପ୍ରବଳ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ଏହି ସମ୍ବନ୍ଧୀୟ…