Tag: R&B Division Corruption

9.24 Crore Scam: ୯.୨୪ କୋଟି ଠକେଇ ମାମଲା: R&B ଡିଭିଜନ୍‌-୧ର ଆଉ ୪ ଜଣ କର୍ମଚାରୀ ଗିରଫ

ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ଠକେଇ ଘଟଣାରେ ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। R&B ଡିଭିଜନ୍‌-୧ ଅଧୀନରେ କାର୍ଯ୍ୟରତ ଆଉ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ​ଗିରଫ…