Tag: Rayagada court

Former MP N. Bhaskar Rao Sent to Jail: ୨୦୧୦ ଆଦିବାସୀ ନେତା ହତ୍ୟା ମାମଲା: ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ

୨୦୧୦ ମସିହାର ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥି ମଣ୍ଡାଙ୍ଗୀ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ସୋମବାର ଦିନ ରାୟଗଡ଼ା ଏସ୍.ଡି.ଜେ.ଏମ୍. କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ଜେଲ୍…