Tag: Rajya Sabha

ସରିଲା ଶୀତକାଳୀନ ଅଧିବେଶନ; ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା

ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି । ଆଜି ଅନ୍ତିମ ଦିନରେ ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାହାରେ ଥିବା ପରିସରରେ ବିରୋଧୀ ଦଳ ହଙ୍ଗାମା କରିଥିଲେ।ଲୋକସଭା ଆରମ୍ଭ…

ଜଗଦୀପଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବନାହିଁ ବିଜେଡି

ରାଜ୍ୟସଭା ଅଧକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବ ନାହିଁ ବିଜୁ ଜନତା ଦଳ । ବିଜେଡ଼ି ଦଳର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦ୍ଵାରା ଦିଆଯାଇଥିବା ମନ୍ତବ୍ୟରେ ଶ୍ରୀଯୁକ୍ତ ବିଶି କହିଛନ୍ତି, ବିଜେଡ଼ି ଅନାସ୍ଥା କୁ ସମର୍ଥନ…

ନିର୍ଦ୍ୱନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୁଜିତ କୁମାର

ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ସୁଜିତ୍ କୁମାର । ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଏନେଇ ସୁଜିତ କୁମାର…

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ସଂସଦର ଶୀତକାଳୀନ ଅଧିବେଶନରେ ଇଣ୍ଡି ମେଣ୍ଟରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆସିଲା ଅନାସ୍ଥା । ଧନକଡ଼ଙ୍କ ବିରୋଧରେ ଅନାସ୍ଥା ଆଣିଲେ ବିରୋଧୀ ଦଳ । ରାଜ୍ୟସଭାର ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ଧନଖଡଙ୍କ ବିରୋଧରେ ଅନୁଚ୍ଛେଦ ୬୭(ବି)…

ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ ସାଂସଦ

ରାଜ୍ୟସଭା ଅଧ୍ଯକ୍ଷ ସଭାପତି ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିରୋଧୀ ଦଳଗୁଡିକ । ବିରୋଧୀ ଦଳର ଅନ୍ୟୁନ ୭୦ ସାଂସଦ ଏହି ପ୍ରସ୍ତାବ ଉପରେ ଦସ୍ତଖତ କରିଥିବା ଜଣାପଡିଛି । ଏଥିରେ ଇଣ୍ଡି ମେଣ୍ଟରେ ସାମିଲ…

ରାଜ୍ୟସଭା ଗୃହରୁ ମିଳିଲା ପୁଳା ପୁଳା ଟଙ୍କା 

ରାଜ୍ୟସଭା ସଂସଦ ଗୃହରେ ଥିବା ସିଟ୍‌ ତଳୁ ବାହାରିଲା ପୁଳା ପୁଳା ଟଙ୍କା। ସେ ପୁଣି ଜଣେ କଂଗ୍ରେସ ସାଂସଦଙ୍କ ଆସନରୁ । କଂଗ୍ରେସ ସାଂସଦ ଅଭିଷେକ ମନୁଙ୍କ ସିଟ୍‌ ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଏହାକୁ ନେଇ…

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର…

ରାଜ୍ୟସଭା ରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠେଇବାକୁ ବିଜେଡି ସାଂସଦଙ୍କୁ ନବୀନଙ୍କ ନିର୍ଦେଶ

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଶଙ୍ଖଭବନରେ ଦଳର ସାଂସଦମାନଙ୍କୁ ଭେଟିଛନ୍ତି ଏବଂ ରାଜ୍ଯର ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଯାହା ଲୋକସଭା ଏବଂ ରାଜ୍ୟସଭାରେ ଉଠାଯାଇପାରିବ। ରେଳ ନେଟୱାର୍କର ବିକାଶ, କୋଇଲା ବ୍ଲକ୍ ଆବଣ୍ଟନ, ଜାତୀୟ…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିବା ଡବଲ ପ୍ରାର୍ଥୀ ନେଇ ମନମୋହନ ସାମଲଙ୍କ ବୟାନ

ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ୍‌ ପାଇଁ ବିଜେପିର ଦୁଇ ନେତା ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ଏହାକୁ ନେଇ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ରାଜ୍ୟସଭା ପାଇଁ ଦଳୀୟ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତଙ୍କ ପ୍ରତିକ୍ରିୟା

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହାନ୍ତ। ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା ବୋଲି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ପୁଣି ରାଜ୍ୟସଭା ଟିକେଟ…