Tag: Puri

Ratha Jatra: ଆରମ୍ଭ ହୋଇଛି ରଥଟଣା; ଜନ୍ମବେଦୀ ଅଭିମୁଖେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ

ଆରମ୍ଭ ହୋଇଛି ରଥଟଣା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀ ଅଭିମୁଖେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ପରେ ଏବେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ଆରମ୍ଭ କରିଛି।…

Ratha Jatra: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ 

ବଡ଼ଦାଣ୍ଡରେ ଗଡ଼ିଲା ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି…

Ratha Jatra 2026: ରଥ ଉପରେ ଗଜପତି ମହାରାଜାଙ୍କ ‘ଛେରାପହଁରା’ ନୀତି ସମ୍ପନ୍ନ

ଶ୍ରଦ୍ଧା ଓ ଭକ୍ତିର ମହାପର୍ବ ରଥଯାତ୍ରାରେ ଆଜି ସର୍ବପ୍ରମୁଖ ନୀତି ‘ଛେରାପହଁରା’ ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜ ନଅରୁ ଆସି ଏହି ପବିତ୍ର ନୀତି ଆରମ୍ଭ କରିଥିଲେ । ପ୍ରଥମେ…

Ratha Jatra: ପବିତ୍ର ରଥଯାତ୍ରା; ସିଂହଦ୍ୱାର ଠାରେ ଟଙ୍କ ତୋରାଣି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Ratha Jatra: ପହଣ୍ଡି ବିଜେ କଲେ ଜଗତର ନାଥ ଜଗନ୍ନାଥ

ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ…

Puri Ratha Jatra: ପବିତ୍ର ରଥଯାତ୍ରା; ବଡ଼ଠାକୁରଙ୍କ ପହଣ୍ଡି ବିଜେ

ଆରମ୍ଭ ହେଲା ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି । ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ଝୁଲି ଝୁଲି ଆସୁଛନ୍ତି ବଡଠାକରୁ । ତାଳଧ୍ବଜ ରଥରେ ହେବେ ବିରାଜମାନ

Ratha Jatra 2026: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା; ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହୋଇଛି ପହଣ୍ଡି ।୩ ରଥ ପ୍ରତିଷ୍ଠା ପରେ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ। ଦର୍ପଦଳନରେ ବିରାଜମାନ ହେବା ପାଇ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ ।

Digital Hundi For Puri Srimandir: ଶ୍ରୀମନ୍ଦିରରେ ଶୁଭାରମ୍ଭ ହେଲା ଡିଜିଟାଲ ହୁଣ୍ଡି

ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପାଇଁ ‘ସମର୍ପଣ’ ନାମକ ଡିଜିଟାଲ ହୁଣ୍ଡି । ମନ୍ଦିର ପ୍ରଶାସନ ସହିତ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର…