Tag: Puri station

Talcher-Puri MEMU Train Derails: ପୁରୀ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମେମୁ ଟ୍ରେନ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେସନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୋ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ। ଷ୍ଟେସନରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ପ୍ଲାଟଫର୍ମ ନମ୍ବର-୩ ନିକଟରେ ଟ୍ରେନଟି ହଠାତ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟିର ବେଗ କମ୍ ଥିବାରୁ ଏକ ବଡ଼ ଧରଣକୁ…