Tag: prasant jagdev

ବିଜେଡିର ପତନ ଆରମ୍ଭ ହେଲା : ପ୍ରଶାନ୍ତ ଜଗଦ୍ଦେବ

ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ଗର୍ଜିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସର୍ତ୍ତ ମୂଳକ ଜାମିନ ପରେ ଜେଲ୍‌ରୁ ବାହାରିବା ପରେ ଶ୍ରୀ…

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ନିକଟରେ ଅନ୍ତରୀଣ ଜାମିନ ଜାପାଇଁ ସେ ଆବେଦନ କରିଥିଲେ। ଶପଥ ଗ୍ରହଣ,…

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଜାମିନ । ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ କୋର୍ଟ ଆଜି ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋନ ନେଇ ଶୁଣାଣି ହୋଇଥିଲା। ବରିଷ୍ଠ ଓକିଲ…

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମାମଲାରେ ରାୟ ସଂରକ୍ଷିତ ରଖିଲେ କୋର୍ଟ

ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଶୁକ୍ରବାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥଲେ। ଗତ ୨୫ ତାରିଖରେ ବେଗୁନିଆ କାଉଁରୀପାଟଣା…

ପ୍ରଶାନ୍ତଙ୍କ ମାମଲାରେ ନୂଆ ମୋଡ଼; ଅପରାଜିତା ପାଇଲେ ସିସିଟିଭି ଫୁଟେଜ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ…

ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଡ୍ରାଇଭରଙ୍କୁ ମିଛ କହିବାକୁ ପୋଲିସ ଧମକାଇଥିବା ଅଭିଯୋଗ

ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ଅପରାଜିତାଙ୍କ ଡ୍ରାଇଭରକୁ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଅପରଜିତଙ୍କ ଗାଡି ଡ୍ରାଇଭର ଉପରେ ଚାପ ପୋଲିସ ଚାପ ପକାଇଥିବାର ଅଭିଯୋଗ ହୋଇଛି। ଡ୍ରାଇଭରଙ୍କ କହିବା ଅନୁଯାୟୀ ପୋଲିସ…