ଦେଶ Operation Sindoor was not an End, it was the beginning: Lt Gen Rajiv Ghai May 7, 2026 Nirvay Marking the first anniversary of Operation Sindoor, Lt Gen Rajiv Ghai on Wednesday said Operation Sindoor was not an end. It was just the beginning. He stressed that India’s fight…
ଦେଶ ରାଜ୍ୟ ପ୍ରଶାନ୍ତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଶୋକ ସିଂଘଲ୍ May 28, 2025 Nirvay ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଶୋକ ସିଂଘଲ୍ ଆଜି ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟି ୫ ଲକ୍ଷ ଟଙ୍କା ସହାୟତା…
ଦେଶ କାଲି ଭାରତ-ପାକିସ୍ତାନ ସୀମାରେ ସମରାଭ୍ୟାସ କରିବ ବାୟୁସେନା May 6, 2025 Nirvay ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ମେ ୭ ଏବଂ ୮ ତାରିଖରେ ଭାରତ-ପାକିସ୍ତାନ ସୀମା ନିକଟରେ ଏକ ବଡ଼ ସମରାଭ୍ୟାସ କରିବାକୁ ଯାଉଛି । ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ରାଜସ୍ଥାନ…
ଦେଶ ବିଶ୍ୱ ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା May 3, 2025 Nirvay ଜମ୍ମୁ ଓ କଶ୍ମୀରର ପହଲଗାମ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ । ଆକାଶପଥ ଓ ସ୍ଥଳପଥ ପରେ ଜଳପଥରେ ପାକିସ୍ତାନ ପାଇଁ ଭାରତ ଲଗାଇଲା କଟକଣା । ଭାରତୀୟ ବନ୍ଦରକୁ ପାକିସ୍ତାନୀ ଜାହାଜ ଆସିବା…
ବ୍ୟବସାୟ ପାକିସ୍ତାନରୁ ସମସ୍ତ ଆମଦାନୀ, ରପ୍ତାନୀ ବ୍ୟାନ୍ କଲା ଭାରତ May 3, 2025 Nirvay ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ଭାରତ ପକ୍ଷରୁ ପାକିସ୍ତାନରୁ ସମସ୍ତ ପ୍ରକାରର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର । ଏନେଇ ବାଣିଜ୍ୟ…
ତାଜା ଖବର ଦେଶ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ April 30, 2025 Papirani ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB)ର ପୁନର୍ଗଠନ । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ R&AW ମୁଖ୍ୟ ଆଲୋକ ଯୋଶୀ । । ଜମ୍ମୁ-କାଶ୍ମୀରର ପହଲଗାମରେ ହିନ୍ଦୁମାନଙ୍କ ହତ୍ୟାକାଣ୍ଡ ପରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର । ଜାତୀୟ ସୁରକ୍ଷା ପରାମର୍ଶଦାତା…
ଦେଶ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଆତଙ୍କବାଦକୁ ମୂଳପୋଛ କରିବାକୁ ୩ ସେନା ମୁଖ୍ୟଙ୍କୁ ପୂର୍ଣ୍ଣ କ୍ଷମତା April 29, 2025 Nirvay ଆତଙ୍କବାଦକୁ ମୂଳପୋଛ କରିବାକୁ ୩ ସେନା ମୁଖ୍ୟଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର । ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଘନଘନ ବୈଠକ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଆଜି ପୁଣି…
ତାଜା ଖବର ରାଜ୍ୟ ପହଲଗାମ୍ ଆକ୍ରମଣ ଘଟଣା: କଟକରେ ରଞ୍ଜିତ ଭୋଳଙ୍କ ଘରେ ଏନଆଇଏ ଟିମ୍ April 29, 2025 Papirani କଟକରେ ପହଞ୍ଚିଛି ନ୍ୟାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି (NIA) ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚୁରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ…
ତାଜା ଖବର ଦେଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ April 29, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍ ଅନିଲ ଚୌହ୍ବାଣ ଉପସ୍ଥିତ । ୩ ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ପହଲଗାମ ଆକ୍ରମଣ ପରବର୍ତ୍ତୀ ସ୍ଥିତି…
ତାଜା ଖବର ଦେଶ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ; କିନ୍ତୁ ଏବେ ସେ ସମୟ ନୁହେଁ: ଓମାର ଅବଦୁଲ୍ଲା April 28, 2025 Papirani କେଉଁ ମୁହଁରେ ରାଜ୍ୟ ମାନ୍ୟତା ମାଗିବି । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଏହି ପରି କହିଛନ୍ତି ଜାମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ କହିଛନ୍ତି ଏବେ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ…