Tag: ORMAS

Odisha Accelerates DDU-GKY 2.0 Implementation: ଓଡ଼ିଶାରେ ‘ଡିଡିୟୁ-ଜିକେୱାଇ ୨.୦’ର ସଫଳ ରୂପାୟନ ପାଇଁ ବଡ଼ ପଦକ୍ଷେପ; ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଗ୍ରାମୀଣ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ଅଧିକ ସୁଦୃଢ଼ କରିବା ସହ ଡିଡିୟୁ-ଜିକେୱାଇ ୨.୦ର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ବରର ତାଜ ଭିଭନ୍ତାଠାରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଛି।…