Tag: Orissa High Court

Land Registration Documents: ଜମି କିଣାବିକା ଦଲିଲ ରଦ୍ଦ ମାମଲା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଜମି କିଣାବିକା ଓ ରେଜିଷ୍ଟ୍ରେସନ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଥରେ କୌଣସି ଜମିର ଦଲିଲ ପଞ୍ଜିକୃତ ହୋଇଯିବା ପରେ ସେହି ଦଲିଲକୁ ସବ୍-ରେଜିଷ୍ଟ୍ରାର୍ କିମ୍ବା କୌଣସି ରେଜିଷ୍ଟ୍ରେସନ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି…

Seashore Chit Fund Scam: ସିଶୋର ଚିଟ୍ ଫଣ୍ଡ ମାମଲା; ରଦ୍ଦ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରଭାତ ବିଶ୍ୱାଳ

ବରିଷ୍ଠ ରାଜନୈତିକ ନେତା ପ୍ରଭାତ ବିଶ୍ୱାଳ ଗୁରୁବାର ତାଙ୍କ ବିରୋଧରେ ବିଚାରାଧୀନ ବହୁ ଚର୍ଚ୍ଚିତ ସିସୋର୍ ଚିଟଫଣ୍ଡ ଠକେଇ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଭାତ ବିଶ୍ୱାଳ ତାଙ୍କ ଆବେଦନରେ ଯୁକ୍ତି ଦର୍ଶାଇଛନ୍ତି ଯେ ହାଇକୋର୍ଟ…

Fire at Orissa High Court Premises: ଓଡ଼ିଶା ହାଇକୋର୍ଟ ସାମ୍ନାରେ ନିଆଁର ଆତଙ୍କ

ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଦେଖିବାକୁ ମିଳିଛି ଅଗ୍ନିକାଣ୍ଡର ଭୟଙ୍କର ରୂପ । ହାଇକୋର୍ଟର ସମ୍ମୁଖ ଭାଗ ପ୍ରାୟ ଅଧ ଘଣ୍ଟା ଧରି ନିଆଁ ଏବଂ ଧୂଆଁରେ ବୁଡ଼ି ରହିଥିଲା । ହାଇକୋର୍ଟ ପରିସର ବାହାରେ ପାର୍କିଂ ହୋଇଥିବା ଏକ ଦାମୀ ସ୍କର୍ପିଓ…

Morning Court from April 6: ଏପ୍ରିଲ ୬ ତାରିଖରୁ ସକାଳୁଆ ହେବ ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ

ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ପାଇଁ ଏହି ସକାଳୁଆ ନିୟମ ଲାଗୁ ହେବନି । କୋରାପୁଟ (ସଦର),…

OTET Paper Leak Case:ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ୮ ଜଣ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବହୁ ଚର୍ଚ୍ଚିତ ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାନ୍ୟବର ଉଚ୍ଚ ଅଦାଲତ ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି । ଗିରଫ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଜାମିନ ପାଇଥିବା ବ୍ୟକ୍ତିଙ୍କ…

Missing Ratna Bhandar Key: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ବିଧାନସଭା ଅଧିବେଶନରେ ଉପସ୍ଥାପନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ…