Tag: Oil Crisis

No Oil Crisis in Odisha: ରାଜ୍ୟରେ ନାହିଁ ତେଲ ସଙ୍କଟ ନାହିଁ: ଯୋଗାଣ ସଚିବ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଇନ୍ଧନ ଅଭାବ ଜାରି ରହିଥିଲା। ଭଦ୍ରକ, କେଉଁଝର ଏବଂ ଭୁବନେଶ୍ୱର ଭଳି ଜିଲ୍ଲାରୁ ପେଟ୍ରୋଲ ଏବଂ ଡିଜେଲର ଅଭାବର ରିପୋର୍ଟ ଆସିଛି, ଯାହା ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଏହାରି ମଧ୍ୟରେ ରାଜ୍ୟରେ…