Tag: OFDC

Cyclone Akvan Preparedness: ରାଜ୍ୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି: ରାସ୍ତା ସଫା ଓ ଗଛ କାଟିବା ପାଇଁ ମୁତୟନ ହେଲେ ୧୦୦ OFDC ଟିମ୍

ଆସନ୍ତା ବାତ୍ୟା ‘ଅଭ୍‌କନ୍’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମକୁ ୧୧ଟି ଉପକୂଳବର୍ତ୍ତୀ ଏବଂ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ତୁରନ୍ତ ୧୦୦ଟି ସ୍ୱତନ୍ତ୍ର ଟିମ୍…