ତାଜା ଖବର ରାଜ୍ୟ Dr Durga Madhab Satapathy Appointed New DMET: ଦୁର୍ଗା ମାଧବ ଶତପଥୀ ହେଲେ ନୂଆ ଡିଏମଇଟି March 19, 2026 Nirvay ଡକ୍ଟର ଦୁର୍ଗାମାଧବ ଶତପଥୀ ରାଜ୍ୟର ନୂତନ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ବ୍ରହ୍ମପୁର ମହାରାଜ କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜର ସୁପରିନ୍ଟେଣ୍ଡେଣ୍ଟ ଥିଲେ । ପୂର୍ବରୁ ଏହି ପଦବୀରେ ଥିବା ଡକ୍ଟର…
ଖେଳ ଦେଶ ବିଶ୍ୱ ରାଜ୍ୟ 2028 World Indoor Athletics Championships: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୨୦୨୮ ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ March 19, 2026 Nirvay ଭାରତ ପ୍ରଥମ ଥର ପାଇଁ ୨୦୨୮ ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାକୁ ଯାଉଛି । ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଶ୍ୱ ଆଥଲେଟିକ୍ସ ଦ୍ୱାରା ପରିଚାଳିତ ଏକ…
ତାଜା ଖବର ରାଜ୍ୟ Eid ul-Fitr 2026: ଆସନ୍ତା ଶନିବାର ରାଜ୍ୟରେ ପାଳନ ହେବ ଇଦ୍-ଉଲ୍-ଫିତର୍ March 19, 2026 Nirvay ଆସନ୍ତା ଶନିବାର ଦିନ ସମଗ୍ର ରାଜ୍ୟରେ ଇଦ୍ ଉଲ ଫିତର ଉତ୍ସବ ପାଳନ ହେବ । ଆଜି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖାନଯିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ୍ ଚାନ୍ଦ…
ତାଜା ଖବର ରାଜନୀତି ରାଜ୍ୟ Cross Voting Row: କ୍ରସ୍ ଭୋଟିଂ ଅଭିଯୋଗ ମାମଲା; ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି: ସୁବାସିନୀ March 19, 2026 Papirani ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିଛି । କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ବାଲେଶ୍ୱର ବସ୍ତା ବିଜେଡି ବିଧାୟିକା ସୁବାସିନୀ ଜେନା । ସେ କହିଛନ୍ତି ମୁଁ ଆମ ଦଳର ସୁପ୍ରିମୋ ନବୀନ…
ତାଜା ଖବର ରାଜ୍ୟ Odisha Midday Meal Cooks, Helpers Protest In BBSR: ବିଭିନ୍ନ ଦାବି ନେଇ ରାଜରାସ୍ତାରେ ହଜାର ହଜାର ପାଚିକାଙ୍କ ବିକ୍ଷୋଭ March 19, 2026 Papirani ୭ ଦଫା ଦାବି ସହିତ ୩ ମାସର ଦରମା ମିଳି ନଥିବା ପ୍ରତିବାଦରେ ରାଜଧାନୀ ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାନସଭା ସମ୍ମୁଖରେ ମହିଳାମାନେ ଅହୋରାତ୍ର ଧାରଣାରେ ବସିଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ…
ତାଜା ଖବର ରାଜ୍ୟ Matric Answer Sheet Evaluation: ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ March 19, 2026 Papirani ଆଜିଠୁ ଆରମ୍ଭ ମାଟ୍ରିକ୍ ଖାତାଦେଖା। ସବଜେକ୍ଟିଭ୍ ପେପର୍ ଦେଖିବେ ନୀରିକ୍ଷକ। ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସେଥିପାଇଁ ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍…
ତାଜା ଖବର ରାଜନୀତି ରାଜ୍ୟ Cross Voting in Rajya Sabha Election: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ March 18, 2026 Nirvay ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥି ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟ ଦେଇଥିଲେ । ଯାହା ଦଳୀୟ ଶୃଙ୍ଖଳାର ଘୋର…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ହୋଇଥିଲା ପ୍ଲାନ୍: ଦିଲ୍ଲୀପ ରାୟ March 18, 2026 Papirani ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ବିପୁଳ କ୍ରସ୍ ଭୋଟିଂ ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ସେ କହିଛନ୍ତି ତିନି ମାସ ପର୍ଯ୍ୟନ୍ତ ରାଜ୍ୟସଭା ଲଢ଼ିବା ନେଇ ପ୍ଲାନ୍ ଆଉ ୭-୮ ଜଣ ବିଧାୟକ ଓ…
ତାଜା ଖବର ରାଜ୍ୟ SCB Fire Tragedy: SCB ଅଗ୍ନିକାଣ୍ଡ ଘଟଣାରେ ୪ ଅଧିକାରୀ ନିଲମ୍ବିତ March 18, 2026 Nirvay କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନିଲମ୍ବିତ…
ତାଜା ଖବର ରାଜ୍ୟ Cross Voting: ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି: ରମେଶ ଜେନା March 18, 2026 Papirani ରାଜ୍ୟସଭା ନିର୍ବାଚନ ସରିବା ପରେ କ୍ରସ ଭୋଟିଂକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ସାନଖେମୁଣ୍ଡିରୁ କଂଗ୍ରେସରୁ ନିଲମ୍ବିତ ବିଧାୟକ ରମେଶ ଜେନା । ସେ କହିଛନ୍ତି କଂଗ୍ରେସ ରୁ ୫ କ୍ରସ୍ ଭୋଟ ହୋଇଛି। ୫ ଭୋଟ…