Tag: Odisha

ମୃତ ଚାଷୀଙ୍କ ପରିବାରକୁ ସହାୟତା ଦେଲେ ନବୀନ

ଫସଲହାନୀ ପାଇଁ ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ସହାୟତା ଦେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଚାଷୀ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି ନବୀନ । ସୂଚନା ଯୋଗ୍ୟ; ଅଦିନିଆ…

୨୦ ଭାଜପା ସାଂସଦଙ୍କ ବାବଦରେ ଆରମ୍ଭ ହେବାକୁ ଯାଉଛି ସର୍ଭେ !

ରାଜନୀତିରେ କିଛି ଘଟଣା ଆପେକୁ ଆପେ ଘଟେ । ଆଉ କିଛି ଘଟଣା ଘଟାଯାଏ । ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ଘର ସଜାଡ଼ି ପାରୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ପରେ ରାଜଧାନୀରୁ ବାହାରକୁ ଗଲେ…

ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ବୃଦ୍ଧି

ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ…

ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର…

ମାର୍ଚ୍ଚ 31 ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସରକାରଙ୍କ ଲୋକବଳ (man power) ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି । ଆଜି ବର୍ଷର…

ଜାନୁଆରୀ ୩ ରେ ରାଜ୍ୟପାଳ ଭାବେ ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି

ଆସନ୍ତା କାଲି ଓଡିଶା ଆସିବେ ନୂଆ ରାଜ୍ୟପାଳ । ଓଡ଼ିଶାରେ ପହଞ୍ଚି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ଜାନୁଆରୀ ୩ତାରିଖରେ ଓଡିଶାର ୨୭ ତମ ରାଜ୍ୟପାଳ ଭାବେ ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି । ଓଡ଼ିଶାର ରାଜ୍ୟପାଳ…

ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ e-KYC ପ୍ରକ୍ରିୟା

ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା। ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ବାୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ନିକଟକୁ…

ଟୁରିଜମ୍ ହବ୍ ହେବ ଓଡ଼ିଶା

ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଦେଶରେ ଶୀର୍ଷକୁ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଟୁରିଜିମ ହବ୍ ହେବ ଓଡ଼ିଶା ବୋଲି ଆଜି ସୂଚନା ଦେଇଛନ୍ତି ପର୍ଯ୍ୟଟନ ଓ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ରାଜ୍ୟ…

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀରେ ରାଜ୍ୟରେ ଲାଗୁ ହେବ ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ ସାଢ଼େ ୩ କୋଟି ଲୋକ । ପୁରୁଷଙ୍କ ପାଇଁ ୫ ଲକ୍ଷ…

୨୦୨୫ ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ; ମନ୍ତ୍ରୀମଣ୍ଡଳ ବିସ୍ତାର ମୋହନଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା

ଇଂରାଜୀ କ୍ୟାଲେଣ୍ଡର ବର୍ଷ ୨୦୨୫ର ଆଜି (ବୁଧବାର) ପ୍ରଥମ ଦିନ । କିନ୍ତୁ ପ୍ରାରମ୍ଭିକ ସ୍ବାଗତ ସମ୍ଭାଷଣ, ଉପହାର ଆଦାନ ପ୍ରଦାନ ଏବଂ ଦେବାଦେବୀଙ୍କ ନିକଟରେ ଅର୍ଜନା ପରେ ଆରମ୍ଭ ହେବ ଅସଲ ପରୀକ୍ଷାର ବେଳ ତିନି ରାଜନୈତିକ ଦଳ ପାଇଁ…