Tag: Odisha

Odisha’s Railway Budget: ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ବ୍ୟୟବରାଦ ୧୨ବର୍ଷ ଭିତରେ ବଢ଼ିଛି ୧୩ ଗୁଣ: ରେଳମନ୍ତ୍ରୀ

ୟୁପିଏ ସରକାର ତୁଳନାରେ ଏନ୍‌ଡିଏ ସରକାର ସମୟରେ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ଢେର ଅଧିକ ଅର୍ଥ ବରାଦ କରାଯାଇଛି । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶା ପାଇଁ ରେଳ ବଜେଟ୍‌ଙ୍ଗେ ବାର୍ଷିକ ହାରାହାରି । ୩୮ କୋଟି ଟଙ୍କା ମଞ୍ଜୁର…

RI Trapped in Vigilance Net: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍‌ଆଇ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍‌ଆଇ । ଡେରାବିଶ କାଉପଡ଼ା ଆର୍‌ଆଇ ସାଇଦର୍ଶିନୀ ଲେଙ୍କା ଧରାପଡ଼ିଲେ । ମ୍ୟୁଟେସନ୍ ପାଇଁ ୫୫୦୦ ଲାଞ୍ଚ ନେବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର କାଉପଡ଼ା ସର୍କଲରେ କାର୍ଯ୍ୟରତ ଆର୍‌ଆଇ ସାଇଦର୍ଶିନୀ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ…

Bahuda Jatra: ମହାପ୍ରଭୁଙ୍କ ଟାହିଆ କାଢ଼ିନେଲେ ସେବାୟତ; ବିନା ଟାହିଆରେ ରଥରେ ବିଜେ କଲେ ଜଗନ୍ନାଥ

ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ପହଣ୍ଡି ବିଜେ। ଭକ୍ତି, ମନ୍ତ୍ର ଏବଂ ପାରମ୍ପରିକ ରୀତିନୀତିରେ ପରିପୂର୍ଣ୍ଣ ଏହି ଦିବ୍ୟ ଶୋଭାଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।…

Pahandi Bije Niti: ଶ୍ରୀମନ୍ଦିରକୁ ବାହୁଡ଼ିବେ ବୋଲି ରଥରେ ବିରାଜିଲେ କାଳିଆ ସାଆନ୍ତ 

ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ । ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଜନ୍ମବେଦୀକୁ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛନ୍ତି ଚତୁର୍ଦ୍ଧାମୂରତି । ରଥରେ ବିରାଜମାନ ହୋଇଛନ୍ତି ତିନି ଭାଇ ଭଉଣୀ। ବାହୁଡ଼ା ଯାତ୍ରାକୁ…

Ganjam Encounter: ଗଞ୍ଜାମରେ ପୁଲିସର ଏନକାଉଣ୍ଟର

ଗଞ୍ଜାମରେ ପୁଲିସର ବଡ଼ ଆକ୍ସନ୍। କୋଦଳା-ସିଂହାସିନି ରୋଡ୍‌ରେ ଏନ୍‌କାଉଣ୍ଟର କଲା ଗଞ୍ଜାମ ପୋଲିସ । ଏହି ଏନକାଉଣ୍ଟରରେ ପୁରୁଷୋତ୍ତମପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ଆହତ ହୋଇଛି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଡକାୟତି ଭଳି ମାମଲାରେ…

Bahuda Jatra: ବାହୁଡ଼ା ଯାତ୍ରାରେ ଆରମ୍ଭ ହେଲା ପହଣ୍ଡି

ବାହୁଡ଼ା ଯାତ୍ରାରେ ଆରମ୍ଭ ହେଲା ପହଣ୍ଡି । ଗୁଣ୍ଡିଚା ମନ୍ଦିରରେ ନଅ ଦିନର ଲୀଳାଖେଳା ସମାପ୍ତ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ିବାକୁ ବାହାରିଛନ୍ତି। ଶ୍ରୀସୁଦର୍ଶନଙ୍କ ପରେ ଏବେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଡ଼ଠାକୁର…

Bahuda Jatra: ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁ ଆଜି ବଡ଼ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଫେରିବେ ରତ୍ନବେଦିକୁ । ଅନ୍ୟପଟେ ଭକ୍ତ ମାନେ…

Investment Friendliness Index 2026: ନୀତି ଆୟୋଗ ଇନ୍‌ଭେଷ୍ଟମେଣ୍ଟ ଫ୍ରେଣ୍ଡ୍‌ଲିନେସ୍ ଇଣ୍ଡେକ୍ସ- ୨୦୨୬; ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ରହିଛି ଓଡିଶା

ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଇନ୍‌ଭେଷ୍ଟମେଣ୍ଟ ଫ୍ରେଣ୍ଡ୍‌ଲିନେସ୍ ଇଣ୍ଡେକ୍ସ-୨୦୨୬ରେ ଓଡିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଲୋକସେବା ଭବନଠାରେ ରାଜ୍ୟର ବିଭିନ୍ନ ଶିଳ୍ପପତି, ଶିଳ୍ପ ପ୍ରତିନିଧି ଓ ଶିଳ୍ପ ସଂଘର…