Tag: Odisha

୨ ବର୍ଷ ମଧ୍ୟରେ କୁପୋଷଣମୁକ୍ତ ହେବ ଓଡିଶା : ପ୍ରଭାତୀ ପରିଡା

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି | ରାଜ୍ୟରେ ଅନାହାର ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି | ୨ ବର୍ଷରେ ରାଜ୍ୟକୁ କୁପୋଷଣମୁକ୍ତ ଘୋଷଣା କରାଯିବ ବୋଲିଦୃଢୋକ୍ତି…

ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟ ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି

ବିଧାୟକମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରସାଦ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ | ଏ ନେଇ ନେଇ ବାଚସ୍ପତି ସୁରମା ପାଢ଼ୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |କ୍ୱାର୍ଟର କାର୍ଯ୍ୟ ର ସ୍ଥିତି ଜାଣିବା ପାଇଁ ୨ ଥର…

ଡେପୁଟେସନ ରୁ ଓଡିଶା ଫେରିବେ IAS ସଂଜୀବ ମିଶ୍ର

ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡ଼ିଶା କ୍ୟାଡର କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ତାଲିମ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କ୍ୟାବିନେଟ ନିଯୁକ୍ତି…

‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍‌ରେ ମଧ୍ୟ ମିଳିବ ମୋ ବସ୍‌ ଟିକେଟ

ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ…

ହେଲିକପ୍ଟର ନାଁ ଶୁଣି ଚିହିଁକୁଚନ୍ତି ତପସ୍ୱୀ

ହେଲିକପ୍ଟର ନାଁ ଶୁଣିଲେ ଚିହିଁଙ୍କି ପଡ଼ୁଚରି ପାଣ୍ଡିଆନ । ପଚାରନ୍ତୁ କିଆଁ ? ଦିନ ଥିଲା ହେଲିକପ୍ଟରରେ ଉଡିବା ସଉକ ଥିଲା ପାଣ୍ଡିଆନଙ୍କର । କାହିଁକି ବା ନହବ ? ସିଏ ତ ସରକାର । ସିଏ ତ ଦଳ ।…

ଦୁଇ ରେଂଜ ମଝିରେ ଫସି ରହିଛି ୯ ଟିକିଆ ହାତୀ

ଦୁଇ ରେଂଜ ମଝିରେ ଫସି ରହିଛି ୯ ଟିକିଆ ହାତୀ । ରେଢ଼ାଖୋଲ ଓ ବଡ଼ବାହାଲ ରେଂଜ ମଝି ଅଙ୍ଗାରପଡ଼ା ଗାଁରେ ଫସିଛନ୍ତି ହାତୀପଲ । ବିଳମ୍ବିତ ରାତିରୁ ୯ ପଟିଆ ହାତୀ ପଲ ରେଢ଼ାଖୋଲ ବନଖଣ୍ଡ, ଵଡବାହାଲ ରେଂଜ ଓ…

କଂଗ୍ରେସ ସହ ମେଣ୍ଟ କରିବାକୁ ବ୍ୟାକୁଳ ବିଜଦ !

ଜନାଦେଶକୁ ଅସମ୍ମାନିତ କରି ବିଜୁ ଜନତା ଦଳ ଗଳାବାଟରେ କ୍ଷମତାକୁ ଫେରିବା ପାଇଁ ଅବାସ୍ତବ ସପ୍ନ କାହିଁକି ଦେଖୁଛି ? ଅତନୁଙ୍କ ଗଣିଚ ଅପେକ୍ଷା କ୍ଷମତାଚ୍ୟୁତ ବିଜୁ ଜନତା ଦଳର ନୀତିହୀନ ରାଜନୀତି ଅକ ପ୍ରକଟିତ ହେଉଛି । ପୂର୍ବତନ ମନ୍ତ୍ରୀ…

କଟକ ବାଲିଯାତ୍ରା: ବରିଷ୍ଠ ଅଧିକାରୀଙ୍କ ପଡ଼ିଆ ପରିଦର୍ଶନ

ଆଜି ଅପରାହ୍ନରେ ୪ ଟା ୩୦ ସମୟରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କଟକ ଗସ୍ତରେ ଆସି ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବ ପ୍ରସ୍ତୁତି ନିମନ୍ତେ ବାଲିଯାତ୍ରା ପଡିଆ ପରିଦର୍ଶନ…

ଓଡିଶା ରେ ଖୁବ ଶୀଘ୍ର ନୂଆ ମହିଳା କମିଶନର ନିଯୁକ୍ତି ନେଇ ପ୍ରଭାତୀ ପରିଡା ଙ୍କ ସୂଚନା

ଖୁବ୍‌ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନର ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା | ପୂର୍ବ ମହିଳା କମିଶନର ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଣମାଧ୍ୟମ ରେ ମନ୍ତବ୍ୟ ରଖିଛନ୍ତି | ମହିଳା କମିଶନଙ୍କ…

ଅଗ୍ନିଶମ ପାଇଁ ଓଡ଼ିଶାକୁ ୨୦୧ କୋଟି ଟଙ୍କା ମଂଜୁର କଲେ କେନ୍ଦ୍ର ସରକାର

ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଯୋଜନା ଅଧୀନରେ ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ରାଜ୍ୟଗୁଡ଼ିକରେ ଅଗ୍ନିଶମ…