Tag: Odisha

‘ଦାନା’ର ପରବର୍ତ୍ତୀ ବିକଳ ଚିତ୍ର: ସାଗର ତଟରେ ଅନାହାରରେ ୮ ଶହରୁ ବେଶୀ ଗାଈ, ବାଛୁରୀ ଓ ଷଣ୍ଢ

ବାତ୍ୟା ‘ଦାନା’ ଯିବାର ୧୬ଦିନ ବିତିଗଲାଣି। ଦାନାର ତାଣ୍ଡବ ଛାଡିଯାଇଛି ଅନେକ ଯନ୍ତ୍ରଣା। ବିଶେଷକରି ବଙ୍ଗୋପସାଗରର ତଟବର୍ତ୍ତୀ ଗାଈ ଗୋରୁ ଖାଦ୍ୟ ଅଭାବରୁ ଏବେ ଅନାହାରରେ। ବାତ୍ୟା ପରବର୍ତ୍ତୀ ସମୟରେ ସାତଭାୟାର ପୁରୁଣା ସ୍ଥାନ ମାନଙ୍କରେ ସମୁଦ୍ର ଜୁଆର ମାଡି ଯାଇଥିବା…

ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ

ବଦଳି, ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କ ପାଇଁ ବଡ ଖବର । ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ…

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌ ; ଆସନ୍ତୁ ଜାଣିବା କେଉଁ ବର୍ଗର ନର୍ସ ପିନ୍ଧିବେ କେଉଁ ରଙ୍ଗର ଡ୍ରେସ କୋଡ୍

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍ ବଦଳିଛି। ନର୍ସିଂ ଅଧିକାରୀଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ବିଭାଗ…

ଗୋହତ୍ୟା ଓ ଗୋଚାଲାଣ ବିରୁଦ୍ଧ ରେ ରାଜ୍ୟ ରେ ଲାଗୁ ହବ ନୂଆ ଆଇନ

ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଗୋହତ୍ୟା ଓ ଗୋଚାଲାଣ ବିରୋଧରେ ଆଇନ ଆସିବାକୁ ଯାଉଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ…

ଓଡିଶା ର ବରପୁତ୍ର ଙ୍କ ଇତିହାସ ବିଷୟରେ ହେବ ଗବେଷଣା

ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଓଡିଶା ଗଠନ ରେ ବୀରପୁତ୍ର ଙ୍କ ସଂଘର୍ଷ ବିଷୟରେ…

ଓଡିଶା ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଅନୁଷ୍ଠିତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ଯ ସମ୍ମିଳନୀ’ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ | ଏଥିପାଇଁ…

ଆଇ.ଏ.ଏସ(IAS) ସ୍ତର ରେ ବଡ଼ ଧରଣ ର ଅଦଳବଦଳ

ରାଜ୍ଯ ସରକାର ଓଡ଼ିଶାରେ ଆଇଏଏସ୍ କ୍ୟାଡରରେ ଅଦଳବଦଳ କରିଛନ୍ତି, ଦୁଇଟି ବିଭାଗରେ ନୂତନ ସଚିବ ନିଯୁକ୍ତ କରିଛନ୍ତି ଏବଂ ଅତିରିକ୍ତ ଦାୟିତ୍ୱ ସହିତ ଅନେକ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି।ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ୨୦୦୨…

ହୋମଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଶନିବାର ଦିନ ରାଜ୍ଯରେ ନୂତନ ହୋମ୍ ଗାର୍ଡ ପଞ୍ଜୀକରଣ ଉପରେ ପ୍ରତିବନ୍ଧକ ହଟାଇବାକୁ ଘୋଷଣା କରିଛନ୍ତି। ୨୦୨୦ ମସିହା ଫେବୃଆରୀ ମାସରୁ ଏହି ନିଷେଧାଦେଶ ଲାଗୁ ହୋଇଥିଲା। ୨୨୯୮ ଟି ଖାଲି ହୋମ୍ ଗାର୍ଡ ପଦବୀ ଶୀଘ୍ର…

କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ: ଶାଲିନୀ ପଣ୍ଡିତ

ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା…

ରାଜ୍ୟରେ କଡାକଡି ହେବ ଗୋଚାଲାଣ ଆଇନ ଓ ପ୍ରତି ବ୍ଲକରେ ଖୋଲାଯିବ ଓମ୍‌ଫେଡ୍ ଷ୍ଟଲ

ଗୋଚାଲାଣକୁ ନେଇ କଠୋର ଆଇନ ଆପଣେଇଛନ୍ତି ରାଜ୍ୟ ସରକାର । ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର ଭାବେ ଆଇନ କଡ଼ାକଡ଼ି ହେବ ବୋଲି ସୂଚନା ଦେଇଛିମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେ କହିଛନ୍ତି ରାଜ୍ୟରେ…