ରାଜ୍ୟ Gram Panchayat Peon Recruitment: ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍ଆଇଆର୍ December 5, 2025 Nirvay ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍ଆଇଆର୍ ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପ୍ରେରଣ କରାଯାଇଛି । ଗତ ନଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜାଲିଆତି ପତ୍ରର…
ତାଜା ଖବର ରାଜ୍ୟ Primary Teachers Protest: ଆଜି ବିଧାନସଭା ଆଗରେ ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ December 5, 2025 Papirani ଗୋଟିଏ ପଟେ ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ଆଜି ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
ତାଜା ଖବର ରାଜ୍ୟ Matric Exam: ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା; ପ୍ରକାଶ ପାଇଲା ପରୀକ୍ଷା ସୂଚୀ December 5, 2025 Papirani ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ…
ତାଜା ଖବର ରାଜ୍ୟ Gynaecologist Dr K Laxmi Bai: ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ December 5, 2025 Papirani ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ କରିଛନ୍ତି । ଭକ୍ତ ଦାସ କହିଛନ୍ତି ଡାକ୍ତର କେ. ଲକ୍ଷ୍ମୀ ବାଈ ପ୍ରକୃତରେ ଓଡ଼ିଶାର ଗୌରବ, ଯିଏ ମହିଳାଙ୍କ କର୍କଟ ରୋଗ ଚିକିତ୍ସା…
ରାଜନୀତି ରାଜ୍ୟ Mo Jungle Jami Yojana: ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଅଧିକାର ଛଡାଇ ନେଲେ ମୋହନ ସରକାର: ବିଜେଡି December 4, 2025 Nirvay ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ରାଜ୍ୟ ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଆବହମାନ କାଳରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରୁଛନ୍ତି । ଏବେ…
ତାଜା ଖବର ରାଜନୀତି ରାଜ୍ୟ BJD Press Meet: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି December 4, 2025 Papirani କଟକ ବଡ଼ ମେଡିକାଲରେ ଡାଏଲେସିସ ବ୍ୟବସ୍ଥା ଗତ କିଛି ଦିନ ହେଲା ଅଚଳ ହୋଇ ପଡିଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବ ତାର ମଧ୍ୟ କୌଣସି ସୂଚନା ମିଳୁ ନଥିବାରୁ…
ତାଜା ଖବର ରାଜ୍ୟ Bargarh Dhanu Yatra: ବରଗଡ଼ ଧନୁଯାତ୍ରା ନିମନ୍ତେ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି December 4, 2025 Papirani ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ର ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…
ତାଜା ଖବର ରାଜ୍ୟ Shark Fish Caught: ଜାଲରେ ପଡ଼ିଲା ୩୦ ଫୁଟରୁ ଅଧିକ ଲମ୍ବର ସାର୍କ December 4, 2025 Papirani ବାଲେଶ୍ବର ଭୋଗରାଇ ମନୋରମ ବେଳାଭୂମି ତାଳସାରୀରେ ଗତ କାଲି ରାତିରେ ପ୍ରାୟ ୩୦ ଫୁଟରୁ ଅଧିକ ଲମ୍ବର ଏକ ସାର୍କ ଲାଗିଛି। ମାଛଟିର ଓଜନ ପ୍ରାୟ ୫୦ କୁଇଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ…
ତାଜା ଖବର ରାଜ୍ୟ Mahanadi Water Dispute: ମହାନଦୀ ଜଳ ବିବାଦ: ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ December 4, 2025 Papirani ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବସିବ ବଡ଼ ବୈଠକ । ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖରେ ରହିଛି ଟ୍ରିବୁନାଲରେ ଶୁଣାଣି । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ…
ରାଜ୍ୟ Ramadevi Choudhury: ରମାଦେବୀ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳନ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନିନ୍ଦନୀୟ: ବିଜେଡି December 3, 2025 Nirvay ମହାନ ନାରୀନେତ୍ରୀ ଓ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳନକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ବିଜୁ ଜନତା ଦଳ ଆଜି ବର୍ଷିଛି । ପୂଜ୍ୟପୂଜା ପରମ୍ପରା ଓଡ଼ିଆ ସଂସ୍କୃତିର ପ୍ରତୀକ ହୋଇଥିବା ବେଳେ ରାଜ୍ୟ…