ତାଜା ଖବର ରାଜ୍ୟ Basundhara Yojana: ରାଜ୍ୟରେ ବାସହୀନଙ୍କୁ ମିଳିବ ଜମି; ‘ବସୁନ୍ଧରା’ ଯୋଜନାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ September 8, 2026 Papirani ରାଜ୍ୟର ବାସହୀନ ପରିବାରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଗୃହ ନିର୍ମାଣ ପାଇଁ ଜମି ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ‘ବସୁନ୍ଧରା ଯୋଜନା’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଗତ…
ତାଜା ଖବର ରାଜ୍ୟ Odisha CM Mohan Majhi Arrives in Abu Dhabi to Strengthen Odisha-UAE Ties September 8, 2026 Nirvay Odisha Chief Minister Mohan Charan Majhi has arrived in Abu Dhabi, UAE, as part of his visit aimed at strengthening economic, commercial and cultural ties between Odisha and the United…
ତାଜା ଖବର ରାଜ୍ୟ Puri Jagannath Temple Gets Trademark: ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୩ଟି ପବିତ୍ର ନାଁକୁ ମିଳିଲା ଟ୍ରେଡ୍ମାର୍କ ସୁରକ୍ଷା September 8, 2026 Papirani ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ସଂସ୍କୃତିର ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ମିଳିଛି। ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୩ଟି ପବିତ୍ର ନାଁକୁ ଟ୍ରେଡ୍ମାର୍କ ସୁରକ୍ଷା ପ୍ରଦାନ କରାଯାଇଛି। ଟ୍ରେଡ୍ମାର୍କସ୍ ରେଜିଷ୍ଟ୍ରି ପକ୍ଷରୁ ‘ଶ୍ରୀମନ୍ଦିର’, ‘ରତ୍ନ ଭଣ୍ଡାର’ ଏବଂ ‘ଶ୍ରୀନଅର’…
ତାଜା ଖବର ରାଜ୍ୟ OMFED Raises Milk Procurement Price : ଓମ୍ଫେଡ୍କୁ କ୍ଷୀର ଯୋଗାଉଥିବା ଚାଷୀଙ୍କୁ ମିଳିବ ଲିଟର ପିଛା ଅଧିକ ୨ ଟଙ୍କା September 8, 2026 Papirani ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ (OMFED) ଏକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛି। ଓମ୍ଫେଡ୍କୁ କ୍ଷୀର ଯୋଗାଉଥିବା ଚାଷୀମାନଙ୍କୁ ଏବେ…
ତାଜା ଖବର ରାଜ୍ୟ 22.28 Lakh Farmers Registered for Kharif Paddy Procurement, Sets All-Time Record September 8, 2026 Nirvay A record 22.28 lakh farmers have registered for the Kharif season to sell their paddy, marking an all-time high in farmer registration for paddy procurement in Odisha. According to the…
ତାଜା ଖବର ରାଜ୍ୟ Public Grievance Redressal System on WhatsApp: ଓଡ଼ିଶା ପରିବହନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ; ହ୍ୱାଟସ୍ଆପ୍ ଯୋଗେ ହେବ ଅଭିଯୋଗ ଶୁଣାଣି September 8, 2026 Papirani ରାଜ୍ୟରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ପରିବହନ ମନ୍ତ୍ରୀ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଣିକି ସାଧାରଣ ଜନତା ହ୍ୱାଟସ୍ଆପ୍ ମାଧ୍ୟମରେ ସିଧାସଳଖ ନିଜର ଅଭିଯୋଗ ଦାଖଲ କରିପାରିବେ। ପରିବହନ ବିଭାଗ…
ତାଜା ଖବର ରାଜ୍ୟ Heavy Rain in Odisha: ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା: ୧୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସୂଚନା September 8, 2026 Papirani ରାଜ୍ୟରେ ପୁଣି ବର୍ଷା ସମ୍ଭାବନା। ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଏବଂ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଧିକ। ଏହା ଅଧିକ ଘନୀଭୂତ…
ତାଜା ଖବର ରାଜ୍ୟ Unsafe Buildings To Be Identified In Odisha: ଅସୁରକ୍ଷିତ କୋଠା ଚିହ୍ନଟ କରିବ ୧୫ ଦିନିଆ ତଦନ୍ତକାରୀ ଦଳ: ଡଃ କୃଷ୍ଣଚନ୍ଦ୍ର ମହାପାତ୍ର September 8, 2026 Papirani ରାଜ୍ୟରେ ଥିବା ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ…
ତାଜା ଖବର ରାଜ୍ୟ Odisha CM Begins 5-Day UAE Visit: ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 8, 2026 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ବାହାରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ…
ତାଜା ଖବର ରାଜ୍ୟ Five Orangutans Found in Baleshwar: ଭୋଗରାଇରେ ବିରଳ ପ୍ରଜାତିର ୫ଟି ଓରାଙ୍ଗଉଟାନ ଉଦ୍ଧାର September 8, 2026 Papirani ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ ହୋଇଛି । ଖବର ପାଇ ବନ ବିଭାଗ ଟିମ୍ ପହଁଚି ସମସ୍ତ ଓରାଙ୍ଗଉଟାନକୁ ଉଦ୍ଧାର କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ…