ତାଜା ଖବର ରାଜନୀତି ରାଜ୍ୟ Congress Welcomes Odisha Governor Brajmohan Ram: ରାଜ୍ୟପାଳ ବିବାଦୀୟ ମନ୍ତବ୍ୟକୁ ଝାଡ଼ଖଣ୍ଡରେ ଛାଡ଼ି ଆସିଥିବେ ବୋଲି ଆଶା: ଭକ୍ତ ଦାସ October 18, 2026 Papirani ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିବା ବ୍ରଜମୋହନ ରାମଙ୍କୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ସ୍ୱାଗତ ଜଣାଇବା ସହ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରବିବାର ବ୍ରଜମୋହନ ରାମ ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବେ ଶପଥ…
ତାଜା ଖବର ରାଜ୍ୟ New Odisha Governor Takes Oath: ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ October 18, 2026 Papirani ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ଆଜି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନସ୍ଥିତ କନଭେନସନ ହଲ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବରେ ଗୋପନୀୟତାର ଶପଥ ନେଇଛନ୍ତି। ହାଇକୋର୍ଟଙ୍କ ମୁଖ୍ୟ…
ତାଜା ଖବର ରାଜ୍ୟ Braj Mohan Ram to Arrive Odisha Today: ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ; ଆସନ୍ତାକାଲି ଶପଥ ଗ୍ରହଣ October 17, 2026 Nirvay ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଓଡ଼ିଶାକୁ ଆସିବେ । ଆସନ୍ତାକାଲି, ଅକ୍ଟୋବର ୧୮ ତାରିଖ ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନୂଆ ଅଭିଷେକ ହଲ୍ରେ ସେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସକାଳ…
ତାଜା ଖବର ରାଜ୍ୟ Farewell to Odisha Governor Dr. Hari Babu Kambhampati: ଓଡ଼ିଶାରୁ ବିଦାୟ ନେଲେ ଡ. ହରି ବାବୁ କମ୍ଭମପାଟି: ଲୋକ ଭବନରେ ‘ଗାର୍ଡ ଅଫ୍ ଅନର୍’ ଓ ବିମାନବନ୍ଦରରେ ଦିଆଗଲା ସମ୍ବର୍ଦ୍ଧନା October 16, 2026 Papirani ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ରାଜ୍ୟରୁ ବିଦାୟ ନେଇଛନ୍ତି। ନିଜର ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ଶେଷ କରିବା ପରେ ସେ ସପରିବାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରସ୍ଥାନ କରିଛନ୍ତି। ଏହା ପୂର୍ବରୁ…
ତାଜା ଖବର ରାଜ୍ୟ New Odisha Governor To Take Oath On October 18: ଅକ୍ଟୋବର ୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ October 15, 2026 Papirani ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ଅକ୍ଟୋବର ୧୮ ତାରିଖରେ ନିଜର ଦାୟିତ୍ୱ ଗ୍ରହଣ କରିବେ। ଅକ୍ଟୋବର ୧୭ ତାରିଖରେ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଏବଂ ପରଦିନ ଶପଥ ଗ୍ରହଣ କରିବେ ବୋଲି ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ…
ତାଜା ଖବର ରାଜ୍ୟ Varsities to Get New Faculties: ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ October 3, 2026 Nirvay ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ନଭେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମପତି…
ତାଜା ଖବର ରାଜ୍ୟ Odisha Governor Meets President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ September 4, 2026 Papirani ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶା ରାଜ୍ୟପାଳ । ଏହି ସାକ୍ଷାତକାର ସମୟରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଓଡ଼ିଶାର ବିକାଶ, ଜନସାଧାରଣଙ୍କ କଲ୍ୟାଣ ଏବଂ…
ତାଜା ଖବର ରାଜ୍ୟ Indian Idol 16 Winner Jyotirmayee: ଇଣ୍ଡିଆନ ଆଇଡଲ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ July 30, 2026 Papirani ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକ ଭବନରେ ଇଣ୍ଡିଆନ ଆଇଡଲ ସିଜନ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବନ୍ଧିତ କରିଛନ୍ତି। ଅଭିନନ୍ଦନ ଜଣାଇ ତାଙ୍କ ପ୍ରତିଭା, ନିଷ୍ଠା ଏବଂ ଅଧ୍ୟବସାୟକୁ ରାଜ୍ୟପାଳ ପ୍ରଶଂସା କରି କହିଛନ୍ତି ଜ୍ୟୋତିର୍ମୟୀଙ୍କ ସଫଳତା…
ତାଜା ଖବର ରାଜ୍ୟ Ananya Awasthi Appointed First Woman ADC: ଓଡିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହେଲେ ଅନନ୍ୟା ଅୱସ୍ତି May 31, 2026 Papirani ପ୍ରଥମ ମହିଳା ଭାବେ ADC ହେଲେ ଅନନ୍ୟା ଅୱସ୍ତି । IPS ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କ ଏଡ୍-ଡି-କ୍ୟାମ୍ପ (ADC) ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା…
ତାଜା ଖବର ରାଜ୍ୟ ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି August 25, 2025 Papirani ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ। ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଲେ ରାଜ୍ୟପାଳ…