ପ୍ରଥମ ମହିଳା ଭାବେ ADC ହେଲେ ଅନନ୍ୟା ଅୱସ୍ତି । IPS ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କ ଏଡ୍-ଡି-କ୍ୟାମ୍ପ (ADC) ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ପୋଲିସ ADC ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଆଜି ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଅଭିଷେକ କାର୍ଯ୍ୟକ୍ରମ ମାଧ୍ୟମରେ ଅନନ୍ୟା ଅୱସ୍ତିଙ୍କୁ ନୂତନ ଦାୟିତ୍ୱରେ ସ୍ୱାଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *