ତାଜା ଖବର ରାଜ୍ୟ Textbook Error Row: ଓଡ଼ିଶା ପାଠ୍ୟପୁସ୍ତକ ଦୁର୍ନୀତି ମାମଲା: ରାଜ୍ୟ ଶିକ୍ଷା ବିଭାଗକୁ ଜବାବ ତଲବ କଲା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ September 29, 2026 Papirani ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଶହ ଶହ ଗୁରୁତର ତ୍ରୁଟିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କୋଟି କୋଟି ଟଙ୍କା ଖର୍ଚ୍ଚ…