Tag: odisha assembly

ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା

ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା। ଚୌଦ୍ୱାରା ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କୀତ ମୂଳ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି ରାଜ୍ୟରେ ଏବେ ୧୯୧ଟି ପାନୀୟ…

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବଲିଉଡ୍ ପ୍ରଯୋଜିକା ଏକତା କପୁର

ବିଧାନସଭାରେ ପହଞ୍ଚିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ରର ପ୍ରଯୋଜିକା ଏକତା କପୁର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାନସଭାରେ ଭେଟି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହ ଚଳଚ୍ଚିତ୍ରଟିକୁ ଦେଖିବା ଲାଗି…

୫ ବର୍ଷରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ

ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୩୪ଟି କଲରାପତରିଆ ବାଘ ଓ ୩ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ବିଧାନସଭା ଗୃହରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷରେ କେତେ ବାଘ ମଲେଣି…

୩ ବର୍ଷରେ ହୋଇଛି ୨୩୩ ଦାଦନଙ୍କ ମୃତ୍ୟୁ

ବିଧାନସଭାରେ ଉଠିଲା ଦାଦନ ଙ୍କ ମୃତ୍ୟୁ ପ୍ରସଙ୍ଗ । ୩ ବର୍ଷରେ ବାହାର ରାଜ୍ୟକୁ ଯାଇଥିବା ଦାଦନଙ୍କ ମଧ୍ୟରୁ ୨୩୩ ଦାଦନଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭା ଗୃହରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଗତ ୩ ବର୍ଷ…

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପହଞ୍ଚିବ ଇଣ୍ଟରନେଟ୍ ସେବା

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପହଞ୍ଚିବ ମୋବାଇଲ ଇଣ୍ଟରନେଟ୍ ସେବା । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଥିବାବେଳେ ସେଥି ମଧ୍ୟ ୧୨ ହଜାର ୬୦୨ଟି ୫ଜି ଟାୱାର ରହିଛି। ଅଧିକ ୫ଜି ଟାୱାର ଅପଗ୍ରେଡ…

ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ

ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ । ବିଧାନସଭାର ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ପଦବୀ…

ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ 

ଆଜି ବିଧାନସଭା ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଦୀର୍ଘଦିନ ଧରି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । ବିଭିନ୍ନ କ୍ୟାଡରର…

ବିଧାନସଭା ଶୂନ୍ୟକାଳରେ ଉଠିଲା ଆଳୁ ସଙ୍କଟ ପ୍ରସଙ୍ଗ 

ବିଧାନସଭାରେ ଆଳୁ ପ୍ରସଙ୍ଗକୁ ନେଇ ଗୃହ ତାତି । ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି, ହେଲେ…

ପୂର୍ବତଟ ରେଳପଥର ବିଭାଜନ ନେଇ ଗୃହରେ ଉଦବେଗ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ପୂର୍ବତନ ରେଳ ଜୋନକୁ ବିଭାଜନ କରି କେନ୍ଦ୍ର ସରକାର ଓଡ଼ିଶା ସହ ପ୍ରତାରଣା କରୁଛନ୍ତି ବୋଲି ବିଜଦ ବିଧାୟକ ଶାରଦା ପ୍ରସାଦ ଜେନା ବିଧାନସଭାର ଶୂନ୍ୟକାଳରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବୁଧବାର ଗୃହର…

ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ

ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ…