ତାଜା ଖବର ରାଜ୍ୟ ୩ ବର୍ଷରେ ପାଣିରେ ବୁଡ଼ି ୨୦୬୪ ଜଣଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ March 10, 2025 Papirani ଆଜି ବିଧାନସଭା ଗୃହରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ ରାଜ୍ୟରେ ବିଗତ ତିନି ବର୍ଷରେ କେଉଁ ଜିଲ୍ଲାର କେଉଁ ନଦୀର କେଉଁ ଘାଟ, କେଉଁ ସମୁଦ୍ର ବେଳାଭୂମି ଓ ପୋଖରୀରେ ବୁଡି କେତେଜଣ ମୃତ୍ୟୁବରଣ କରିଛନ୍ତି ? ଏହାର ଉତ୍ତରରେ…
ତାଜା ଖବର ରାଜ୍ୟ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ: ମୁଖ୍ୟମନ୍ତ୍ରୀ March 10, 2025 Papirani ଆଜି ବିଧାସଭା ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶାରେ ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂପୁରରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ…
ତାଜା ଖବର ରାଜ୍ୟ ବଜେଟ ଅଧିବେଶନ ଆରମ୍ଭରୁ କମ୍ପିଲା ବିଧାନସଭା; ୧୨ଟା ୯ ମିନିଟ୍ ଯାଏଁ ମୁଲତବୀ March 10, 2025 Papirani ଦୁଇ ଦିନର ବିରତି ପରେ ଆଜି ପୁଣି ଥରେ କମ୍ପିଲା ବିଧାନସଭା । ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ସରଗରମ ହୋଇଛି ବିଧାନସଭା । ଏବେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଦେଖିବାକୁ ମିଳିଛି । ହଙ୍ଗାମା…
ତାଜା ଖବର ରାଜନୀତି ରାଜ୍ୟ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରରେ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବୀ March 7, 2025 Papirani ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ଦେଖାଯାଇଛି ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ…
ତାଜା ଖବର ରାଜ୍ୟ ବିଧାନସଭା ଗୃହରେ ଆଜି ଅପରାହ୍ନ ୩ ଟାରେ ହେବ କିଟ୍ ପ୍ରସଙ୍ଗର ଶୁଣାଣି February 21, 2025 Papirani କିଟ୍ ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ହେବ ଶୁଣାଣି । ଅପରାହ୍ନ ୩ଟାରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଗୃହରେ ମୁଲବତୀ ପ୍ରସ୍ତାବ ବେଳେ ଏନେଇ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । କିଟ୍ ପ୍ରସଙ୍ଗରେ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ…
ତାଜା ଖବର ରାଜ୍ୟ ବାଲିଯାତ୍ରାରେ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ସୂର୍ଯ୍ୟବଂଶୀ ସୂରଜ February 21, 2025 Papirani ଆଜି ବିଧାନସଭା ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। ଗୃହରେ କଟକ ବାଲିଯାତ୍ରାରେ ଆଦାୟ ହୋଇଥିବା ଟଙ୍କାକୁ ନେଇ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଚଳିତଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ଟି ଷ୍ଟଲ ଖୋଲାଯାଇଥିଲା…
ତାଜା ଖବର ରାଜ୍ୟ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା; ୪ ଯାଏଁ ଗୃହ ମୁଲତବି February 19, 2025 Papirani ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଗୃହରେ ହଟ୍ଟଗୋଳ । ଗୃହରେ ମିଶନଶକ୍ତିର ଗୈରୀକରଣକୁ ନେଇ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ଏହା ଯୋଗୁଁ ଗୃହ ଅପରାହ୍ନ ୪ଟା…
ବ୍ୟବସାୟ ବାର୍ଷିକ ରାଜ୍ୟ ବଜେଟ ୨୦୨୫-୨୬ ର ମୁଖ୍ୟାଂଶ February 17, 2025 Nirvay ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି…
ରାଜ୍ୟ ରାଜ୍ୟ ବଜେଟ୍ ୨୦୨୫-୨୬: ୨ ଲକ୍ଷ ୯୦ ହଜାର କୋଟିର ବ୍ୟୟବରାଦ, ବଜେଟରେ କୃଷିକୁ ଗୁରୁତ୍ୱ February 17, 2025 Nirvay ଆଜି ବିଧାନସଭାରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ ଆକାରର ସହାୟତା ଦେବାକୁ ଏଥର ବଜେଟ୍ରେ ଧ୍ୟାନ…
ରାଜନୀତି ରାଜ୍ୟ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ଗୃହ, ୧୨ଟା ଯାଏଁ ବିଧାନସଭା ମୁଲତବୀ February 15, 2025 Nirvay ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ତେବେ ଶନିବାର ଦିନ ବିଧାନସଭା ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଆଇନ…