Tag: Nabarangpur

Heatwave Alert in Odisha: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଆସନ୍ତା ଏପ୍ରିଲ ୨୦ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି। କେବଳ ସ୍କୁଲ୍-କଲେଜ୍ ନୁହେଁ, ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ…

Chakka Jam Protest In Nabarangpur: ଆଜିଠୁ ୨୯ ତାରିଖ ଯାଏ ନବରଙ୍ଗପୁରର ୩ଟି ବ୍ଲକରେ ଗାଡ଼ି ଚଳାଚଳ ଠପ୍

ଆଜିଠୁ ୨୯ ତାରିଖ ଯାଏ ବନ୍ଦ ରହିବ ଗାଡ଼ି ଚଳାଚଳ । ଧାନ ଏବଂ ମକା ବିକ୍ରୟର ଅସୁବିଧା ଅଭିଯୋଗ କରି ନବରଙ୍ଗପୁରର ଚାଷୀମାନେ ସୋମବାରଠାରୁ ଜିଲ୍ଲାର ତିନୋଟି ବ୍ଲକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ଚକ୍କା ଜାମ୍’ ଆରମ୍ଭ କରିବାକୁ ନିଷ୍ପତ୍ତି…

FIR Against Pradeep Majhi: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ମାମଲା ରୁଜୁ

ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଗୁଳି କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ…

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ବିଜେଡିର ରାଇଘର ବ୍ଲକ ବନ୍ଦ ଡାକରା

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଇଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦେଇଛି ବିଜେଡି ।…

କୋଷାଗୁମୁଡ଼ା ଯୁବତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ଯୁବତୀ ମୃତ୍ୟୁ ଘଟଣାର ହେଲା ପର୍ଦ୍ଦାଫାଶ । ପୁରୁଷ ବନ୍ଧୁ ଦିନେଶ୍ୱର ସରାବୁଙ୍କ ଅନ୍ୟତ୍ର ବିବାହ ଠିକ୍‌ ହେବାରୁ ପ୍ରେମିକାକୁ ହତ୍ୟା କରିଥିବା କଥା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଆଦିତ୍ୟ ସେନ୍ ସ୍ପଷ୍ଟ କରିଛନ୍ତି…

ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ବିଜେପିରେ ସାମିଲ

ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକର ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଏବଂ ବହୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ସାମିଲ ହୋଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ନିଳେନ୍ଦ୍ରୀ…

ଜଳଛାୟା ପ୍ରକଳ୍ପର ଅଧିକାରୀ କହି ସରକାରୀ ଆକାଉଣ୍ଟରୁ ଲୁଟିଲେ ଅଭିଯୁକ୍ତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁନିଅନ୍‌ ବ୍ୟାଙ୍କ୍‌ରୁ ୨୨ ଲକ୍ଷ ୫୭ ହଜାର ଟଙ୍କା ଠକେଇ ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣାର ଅଭିଯୁକ୍ତ ଶ୍ରୀଧରକୁ ପୋଲିସ ଉଠାଇନେଇଛି । ଜଳଛାୟା ପ୍ରକଳ୍ପର ଅଧିକାରୀ କହି ଶ୍ରୀଧର ସରକାରୀ ଆକାଉଣ୍ଟରୁ ଟଙ୍କା ଲୁଟିଥିବା…

ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା

ନବରଙ୍ଗପୁର ଜିଲ୍ଲା, ଉମରକୋଟରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣ ଶିକ୍ଷା ମନ୍ତ୍ରୀ ପିଲାମାନଙ୍କୁ ନିଜ ହାତରେ…

ନବରଙ୍ଗପୁର ଜିଲ୍ଲାରେ ୬ ବର୍ଷର ଶିଶୁକନ୍ୟାକୁ ୬୦ରୁ ଉର୍ଦ୍ଧ୍ଵ ଚେଙ୍କ

ଅନ୍ଧ ବିଶ୍ୱାସର କରୁଣ ପରିଣତି । ନବରଙ୍ଗପୁର ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଆଜି ସକାଳେ ଚେଙ୍କରେ ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମରେ ମାସକର ଶିଶୁ ଗୁରୁତର ହୋଇଥିବାବେଳେ ରାଇଘର ବ୍ଲକ ନାକଟିସେମଡ଼ା ଗାଁରେ ପୁଣି…

ମାସକର ଶିଶୁକୁ ୪୦ରୁ ଅଧିକ ଚେଙ୍କ ଦେଲେ ଜନ୍ମ କରିଥିବା ବାପା ମା

ମାସକର ଶିଶୁକୁ ଦିଆଗଲା ୪୦ ଚେଙ୍କ । ଚେଙ୍କ ଆଉ କେହି ନୁହେଁ ନିଜ ପିତା ମାତା ହିଁ ଦେଇଥିବା ସୁଚନା ମିଳିଛି । ଅନ୍ଧବିଶ୍ବାସରେ ଏହି ସବୁ କରାଯାଉଥିବା ଜଣାପଡିଛି । ପିଲାର ଦେହ ଭଲ ନ ରହିବାରୁ ମାତ୍ର…