ରାଜ୍ୟ ଆଜି ତୃତୀୟ ଦିନରେ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି June 21, 2025 Nirvay ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ତୃତୀୟ ଦିନରେ ଜାରି ରହିଛି ଆୟକର ଚଢ଼ାଉ । ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି ।…
ତାଜା ଖବର ରାଜ୍ୟ ଦ୍ୱିତୀୟ ଦିନରେ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି June 20, 2025 Papirani ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍ ଜାରି । ଆୟକର ଅନିୟମିତା ଘଟଣାରେ ଆଜି ଦ୍ୱିତୀୟ ଦିନରେ ବି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢାଉ ଜାରି…
ତାଜା ଖବର ରାଜ୍ୟ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍; ଆୟକର ଠକେଇ ଅଭିଯୋଗରେ ଚଢ଼ାଉ June 19, 2025 Papirani ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଘରେ ଆଇଟି ରେଡ୍ । ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ। ନବଦାସଙ୍କର ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର ଓ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରିଥିବା ଜଣାପଡିଛି। ଆୟକର…
ତାଜା ଖବର ରାଜ୍ୟ ନବ ଦାସ ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ: କ୍ରାଇମ୍ବ୍ରାଞ୍ଚ୍ ଡିଜି April 28, 2025 Papirani ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମ୍ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି…
ରାଜ୍ୟ ନବ ଦାସଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ March 19, 2025 Nirvay ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ନବ ଦାସଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ ହୋଇଥିବା ସୂଚନା ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ଗୁଳିମାଡ଼ ହେବା ପରେ ଝାରସୁଗୁଡ଼ା ଜିଲ୍ଲା…
ତାଜା ଖବର ରାଜ୍ୟ ନବ ଦାସ ହତ୍ୟା ମାମଲା; ଝାରସୁଗୁଡା ବିମାନ ବନ୍ଦରରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ March 19, 2025 Papirani ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗତକାଲି ନବ ଦାସଙ୍କ ପରିବାରର ବୟାନ ରେକର୍ଡ ପରେ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସାନି ତଦନ୍ତ ବେଳେ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଆଜି ସକାଳୁ…
ତାଜା ଖବର ରାଜ୍ୟ ପୁଣି ଖୋଲିଲା ନବ ଦାସ ଫାଇଲ; ଆରମ୍ଭ ହୋଇଛି ସାନି ତଦନ୍ତ: ପୃଥ୍ବୀରାଜ ହରିଚନ୍ଦନ March 18, 2025 Papirani ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ହତ୍ୟା ଘଟଣାରେ ଆରମ୍ଭ ହୋଇଛି ସାନି ତଦନ୍ତ । ଏନେଇ ଆଜି ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇ କହିଛନ୍ତି ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କ ପରିବାର ଲୋକଙ୍କ…
ତାଜା ଖବର ରାଜ୍ୟ ସ୍ୱର୍ଗତ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ March 18, 2025 Papirani ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ ଟିମ୍ । ସକାଳୁ ସକାଳୁ ନବ ଦାସଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚ ଟିମ୍। ନବଙ୍କ ହତ୍ୟା ମାମଲାରେ ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ପହଞ୍ଚି ପରିବାର…
ତାଜା ଖବର ରାଜନୀତି ରାଜ୍ୟ ନବ ଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ March 17, 2025 Papirani ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ ମିନତି ଦାସ । ଇ-ମେଲ ଓ ଡାକ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଜଣାପଡିଛି। ଗତ ୧୧ ତାରିଖରେ ସ୍ୱର୍ଗତ ନବ…
ରାଜନୀତି ରାଜ୍ୟ ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି: ପ୍ରଦୀପ ପୁରୋହିତ March 2, 2025 Papirani ନବହତ୍ୟା ମାମଲାକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତି । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ବୋଲି ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା…