Tag: MMDR Act 2026

Odisha Assembly: MMDR ACT 2026 ସଂଶୋଧନ: ରାଜସ୍ୱ କ୍ଷତିର ଆକଳନ ଚାଲିଛି, ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଆଇନଗତ ପଦକ୍ଷେପ ନିଆଯିବ- ଖଣି ମନ୍ତ୍ରୀ

ବିଧାନସଭା ମୌସୁମୀ ଅଧିବେଶନରେ ନୂତନ MMDR ସଂଶୋଧନ ଆଇନକୁ ନେଇ ଜୋରଦାର ଆଲୋଚନା ଓ ହଟ୍ଟଗୋଳ ଜାରି ରହିଥିବା ବେଳେ ଗୃହରେ ରାଜ୍ୟର ଖଣିଜ ରାଜସ୍ୱ ଆଦାୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ…