ଦେଶରେ ଆଉ ୨ଟି HMPV କେସ ଚିହ୍ନଟ; ମହାରାଷ୍ଟ୍ରକୁ ବ୍ୟାପିଲା
ଚୀନରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି ଏବେ ଦେଶରେ ହ୍ୟୁମାନ ମେଟାପ୍ୟୁମୋ ଭାଇରସ (ଏଚ୍ଏମ୍ପିଭି) ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବେଙ୍ଗାଲୁରୁ, ତାମିଲନାଡ଼ୁ ଓ କୋଲକାତା ପରେ ଏବେ ମହାରାଷ୍ଟ୍ର ନାଗପୁରରେ ୨ ଜଣ…