Tag: Kandhamal

Baliguda DFO Served Show-Cause Notice: ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତଙ୍କୁ ସୋ କଜ୍‌ ନୋଟିସ୍‌

ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତଙ୍କୁ ସୋ କଜ୍‌ ନୋଟିସ୍‌ । କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଜଙ୍ଗଲ ଓ ପରିବେଶ ବିଭାଗର ନୋଟିସ୍‌ । ୧୫ ଦିନ ଭିତରେ ନୋଟିସ୍‌ର…

କାରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଲଜ୍ଜା । କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ ଏବେ ସମ୍ନାକୁ ଆସିଛି। ଗଣେଶ ପୂଜା ଭସାଣୀ ଦେଖୁବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ…

୧୦ ଟନ୍‌ ବିସ୍ଫୋରକ ଜବତ ଘଟଣା: ମାଇନିଂ କଂପାନୀ ସହ ମାଓ ଲିଙ୍କ୍ ଥିବା କହିଲେ ଏଡିଜି

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବିସ୍ଫୋରକ ସାମଗ୍ରୀ ଚାଲାଣ ରାକେଟ୍‌କୁ ଠାବ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଜଗନ୍ନାଥପୁର ଗ୍ରାମରୁ ୧୦ ଟନ୍‌ ବିସ୍ଫୋରକ ଜବତ କରିବା ସହ ୩…

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ; ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଳାଗୁଡା କୁମ୍ମେମୋଲୁ ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏହି ସର୍ଚ୍ଚ ଅପରେସନ ବେଳେ ସମ୍ପୃକ୍ତ ଜଙ୍ଗଲରୁ ୨ଟି ବନ୍ଧୁକ, ଜିଲୋଟିନ୍, ଡିଟୋନେଟର୍ ଆଦି ଜବତ…

ଆମ୍ବ ଟାକୁଆ ଘଟଣା ରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ବିଜେଡି

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତକ ଙ୍କ ସଂଖ୍ୟା ଆଜି ତିନି କୁ ବୃଦ୍ଧି ହେବା ପରେ ବିଜୁ ଜନତା ଦଳ ରାଜ୍ଯ ସରକାରଙ୍କୁ ପୁଣି ନିନ୍ଦା କରିଛି । ଏହା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି…

କନ୍ଧମାଳ ଆମ୍ବ ଟାକୁଆ ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଓଡ଼ିଶାର କନ୍ଧମାଳରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି, ସୋମବାର ଦିନ ଅନ୍ଯ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। କଟକର SCB ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜୀତା ମାଝୀଙ୍କର…

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାରେ ପୁଣି ବର୍ଷିଲା ବିଜେଡି

କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ…

ଆମ୍ବ ଟାକୁଆ ଜନିତ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ RDC ସ୍ତରୀୟ ତଦନ୍ତ ନିର୍ଦେଶ

ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ମାମଲାର ରାଜସ୍ୱ ଡିଭିଜନାଲ କମିଶନର (ଆରଡିସି) ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୩୦ରେ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ…

ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତର ; ଯାଞ୍ଚ ପାଇଁ ଗାଁକୁ ସ୍ବାସ୍ଥ୍ୟ ଟିମ୍‌

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଏକ ଅଘଟଣ ଘଟିଯାଇଛି । ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର

ଭିଜିଲାନ୍ସ ଜାଲରେ ମହିଳା ସରକାରୀ କର୍ମଚାରୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଇସିଡିଏସ୍ ସୁପରଭାଇଜର ଶୈଳବାଳା ସାହୁ ଲାଞ୍ଚ ନେବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଧରିଛି। ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…