Tag: Kailash Kuleshika

୫/୬ କୋଟିର ଡିଲ୍ କରିଛନ୍ତି ପ୍ରଭୁ ଜାନି : କୈଳାସ କୁଲେସିକା

ଭୁବନେଶ୍ୱର : ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା । ପଇସା ଦେଇ ପ୍ରଭୁ ଜାନି ଟିକେଟ ନେଇଥିବା କହିଲେ କୁଲେସିକା । ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଡିଲ୍ କରିଥିବା କହିଲେ ।…