Tag: Justice Yashwant Varma

Justice Yashwant Varma Resigns: ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍‌ ଯଶୱନ୍ତ ବର୍ମା

ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍‌ ଯଶୱନ୍ତ ବର୍ମା ।ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କ ଇସ୍ତଫା। ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ପଠାଇଲେ ଜଷ୍ଟିସ୍‌ ଯଶୱନ୍ତ ବର୍ମା । ବାସଭବନରୁବ ବିପୁଳ ଟଙ୍କା ମିଳିବା ପରେ ବିବାଦରେ ଥିଲେ । ପରେ…

ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା: ଗଠନ ହେଲା ୩ ଜଣିଆ ତଦନ୍ତ କିମିଟି

ଆହ୍ଲାବାଦ ହାଇକୋର୍ଟ ବିଚାରପତି ତଥା ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ଘଟଣାରେ ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍‌ ବିର୍ଲା । ତାଙ୍କୁ ବହିଷ୍କାର କରିବା ପାଇଁ…

ଜଷ୍ଟିସ୍‌ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଧକ୍କା । ଜଷ୍ଟିସ୍‌ ବର୍ମାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଯାଂଚ ପ୍ରକ୍ରିୟା ବିରୋଧରେ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯାଞ୍ଚ କମିଟି ପ୍ରକ୍ରିୟାକୁ…

ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍‌ ୟଶବନ୍ତ ବର୍ମାଙ୍କ ସରକାରୀ ଘରୁ ମିଳିଲା ଟଙ୍କା । ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍‌ ଆସି ନିଆଁ ଲିଭାଇବା ବେଳେ ମିଳିଲା ବିପୁଳ ପରିମାଣର ଟଙ୍କା ।…