Tag: Japan Consul General

Japan Consul General Meets Odisha CM: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଜାପାନ କନ୍‌ସଲ୍‌ ଜେନେରାଲ୍

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଜାପାନ କନ୍‌ସଲ୍‌ ଜେନେରାଲ୍ ଇଶିକାୱା ଯୋଶିହିସା । ଓଡ଼ିଶା-ଜାପାନ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ବାଣିଜ୍ୟ, ବିନିଯୋଗ, ପ୍ରଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଆଲୋଚନା…