Tag: Jaipur Rath jatra

Jaipur Ratha jatra: ଅଗଷ୍ଟ ୧୬ ଅଦିନିଆ ରଥଯାତ୍ରା ଅନୁମତି ପ୍ରତ୍ୟାହାର ପାଇଁ ଜୟପୁର ପ୍ରଶାସନକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ରାଜସ୍ଥାନର ଜୟପୁରଠାରେ ଆସନ୍ତା ଅଗଷ୍ଟ ୧୬, ୨୦୨୬ ରେ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ପ୍ରସ୍ତାବିତ ରଥଯାତ୍ରା ପାଇଁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଜୟପୁର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ନିର୍ଦ୍ଧାରିତ ତିଥି ବ୍ୟତୀତ…