Tag: India

ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍‌

ଆଜି ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ୨୫୪ ରନ୍ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ହତେଇଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ନିଜ ଇନିଂସରେ ୨୫୧ ରନ କରି ଭାରତକୁ…

ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରି ୩-୦ ରେ ସିରିଜ୍‌ ଜିତିଲା ଭାରତ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ୧୪୨ ରନରେ ପରାସ୍ତ କରି ୩-୦ ରେ ସିରିଜ ଜିତିଲା ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୫୬ ରନରେ ଅଲଆଉଟ ହୋଇଥିଲେ । ହେଲେ…

ଦେଶରେ ୮୦୫ଟି ଆପ୍ସ ଓ ୩୨୬୬ଟି ୱେବସାଇଟ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ସାଇବର କ୍ରାଇମ୍‌କୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଦେଶରୁ ବ୍ୟାନ ହେଲା ୮୦୫ ଟି ଆପ୍ସ ସହ ୩ହଜାର ୨୬୬ଟି ୱେବସାଇଟ୍ । ସଂସଦୀୟ ଦଳ କମିଟି ନିଷ୍ପତ୍ତି ପରେ ବ୍ୟାନ୍ କଲେ ସରକାର । ବ୍ୟାନ୍‌ ନେଇ କେନ୍ଦ୍ର…

ପ୍ରଥମ ଦିନିକିଆ: ୪ ୱିକେଟରେ ଇଂଲଣ୍ଡକୁ ହରାଇ ଭାରତ ବିଜୟୀ

ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି । ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ଭାରତୀୟ ଦଳ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଇତିହାସ ରାଚିଲା ଭାରତର ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଦଳ; ଜିତିଲା ଟି୨୦ ବିଶ୍ବକପ

ଇତିହାସ ରଚିଲା ଭାରତର ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଟିମ୍। ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ଜିତିଲା ଟି୨୦ ବିଶ୍ବକପ । କୁଆଲାଲମ୍ପୁରରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକତରଫା ୯ ୱିକେଟରେ ହରାଇ…

ପଦ୍ମ ପୁରସ୍କାର-୨୦୨୫ ବିଜେତାଙ୍କ ପ୍ରଥମ ତାଲିକା ଘୋଷଣା କଲେ କେନ୍ଦ୍ର ସରକାର

ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଆଜି ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ପ୍ରଥମ ତାଲିକା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଔଷଧ ଏବଂ ସମାଜ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି…

ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆଜି ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ନୀରଜ ଚୋପ୍ରା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନୀରଜଙ୍କ ବିବାହରେ…

ଉଭୟ ମହିଳା ଓ ପୁରୁଷ ଖୋ ଖୋ ବିଶ୍ୱକପ୍ ଜିତିଲା ଭାରତ

ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା…

୨୦୩୬ ଅଲିମ୍ପିକ୍ସ ନେଇ ଆଶାୟୀ ଭାରତ; ଓଡ଼ିଶାରେ ହେଇପାରେ ହକି ଇଭେଣ୍ଟ

୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶାୟୀ ଭାରତ । କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ୨୦୩୬ ଅଲିମ୍ପିକ୍ସର ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଓଡ଼ିଶାରେ ୨୦୩୬ ଅଲିମ୍ପିକ୍ସ ହକି କୁ ନେଇ ରାଜ୍ୟବାସୀଙ୍କ ମନରେ ଆଶା ବଢ଼ିଛି । ଅହମ୍ମଦାବାଦରେ…

କୋଲକାତାରେ HMPV; ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ, ଅହମ୍ମଦାବାଦ ଜଣେ ଏବଂ କୋଲକାତାରେ ଆଉ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ଦେଶରେ ଏବେ ମୋଟ ୪ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ…