India Sends Relief Materials To Quake-Hit Myanmar,
ଆରମ୍ଭ ହେଲା ଅପରେସନ୍‌ ‘ବ୍ରହ୍ମା’ । ବାୟୁସେନା ବିମାନ ଯୋଗେ ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ ।
ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଦୁଃଖ ପ୍ରକାଶ କରି ଭାରତ ତରଫରୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
 
ଉଦ୍ଧାର କାର୍ଯ୍ୟ ପାଇଁ ଭାରତରୁ ୮୦ ଜଣିଆ NDRF ଟିମ୍‌ ମିଆଁମାର ଯାଇଥିବା ସୂଚନା ମିଳିଛି ।
 
ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦୦୨ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି ଏବଂ ୧୬୭୦ ଜଣ ଆହତ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *