Tag: India

ପଦ୍ମ ପୁରସ୍କାର-୨୦୨୫ ବିଜେତାଙ୍କ ପ୍ରଥମ ତାଲିକା ଘୋଷଣା କଲେ କେନ୍ଦ୍ର ସରକାର

ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଆଜି ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ପ୍ରଥମ ତାଲିକା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଔଷଧ ଏବଂ ସମାଜ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି…

ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆଜି ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ନୀରଜ ଚୋପ୍ରା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନୀରଜଙ୍କ ବିବାହରେ…

ଉଭୟ ମହିଳା ଓ ପୁରୁଷ ଖୋ ଖୋ ବିଶ୍ୱକପ୍ ଜିତିଲା ଭାରତ

ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା…

୨୦୩୬ ଅଲିମ୍ପିକ୍ସ ନେଇ ଆଶାୟୀ ଭାରତ; ଓଡ଼ିଶାରେ ହେଇପାରେ ହକି ଇଭେଣ୍ଟ

୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶାୟୀ ଭାରତ । କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ୨୦୩୬ ଅଲିମ୍ପିକ୍ସର ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଓଡ଼ିଶାରେ ୨୦୩୬ ଅଲିମ୍ପିକ୍ସ ହକି କୁ ନେଇ ରାଜ୍ୟବାସୀଙ୍କ ମନରେ ଆଶା ବଢ଼ିଛି । ଅହମ୍ମଦାବାଦରେ…

କୋଲକାତାରେ HMPV; ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ, ଅହମ୍ମଦାବାଦ ଜଣେ ଏବଂ କୋଲକାତାରେ ଆଉ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ଦେଶରେ ଏବେ ମୋଟ ୪ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ…

HMPVକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ରର ପରାମର୍ଶ

କୋଭିଡ ମହାମାରୀର ୫ ବର୍ଷ ପରେ ଏବେ ଚୀନରେ ଦେଖାଯାଇଛି ନୂଆ ଭାଇରସ ଆତଙ୍କ । ଦୃତଗତିରେ ବ୍ୟାପୁଛି ସଂକ୍ରମଣ । କୋରୋନା ଭଳି ଥଣ୍ଡା, କାଶ, ଛିଙ୍କ ଏହାର ମୁଖ୍ୟ ଲକ୍ଷଣ । ହେଲେ ଚୀନ୍‌ର ହ୍ୟୁମନ ମେଟାନ୍ୟୁମୋ ଭାଇରସ…

‘ସ୍ପେଡେକ୍ସ’ର ସଫଳ ଉତକ୍ଷେପଣ; ଶ୍ରୀହରିକୋଟାରୁ ଉତକ୍ଷେପଣ କଲା ଇସ୍ରୋ

ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ…

ଆକାଶରେ ଘଟିବ ବିରଳ ଘଟଣା; ଆସନ୍ତାକାଲି ଆକାଶରେ ଦେଖାଯିବ କଳା ଜହ୍ନ

ଆସନ୍ତାକାଲି ଆକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିବ। ଆକାଶରେ ଦେଖିବା ପାଇଁ ମିଳିବ କଳା ଜହ୍ନ । ଆସନ୍ତାକାଲି ଭୋର୍ ଅର୍ଥାତ ୩୧ ଡିସେମ୍ବର ସକାଳ ପ୍ରାୟ ୪ଟା ସମୟରେ ଦେଖିବାକୁ ମିଳିବ କଳା ଜହ୍ନ । ଏସିଆ, ଆଫ୍ରିକା…

ପ୍ରକାଶ ପାଇଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ; ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ ଭାରତ

ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃଆରୀ ୧୯ ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୯…

ତେଲେଙ୍ଗାନା ରେ ମାଓ ଅପରେସନ ; ଏନକାଉଣ୍ଟର ରେ ୭ ମାଓବାଦୀ ନିହତ

ରବିବାର (ଡିସେମ୍ବର ୧) ସକାଳେ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ପୋଲିସ ସହିତ ଏନକାଉଣ୍ଟରରେ ସାତ ଜଣ ମାଓବାଦୀ ନିହତ ହୋଇଥିଲେ।ପୋଲିସ ଇନଫର୍ମର ଭାବେ କାର୍ଯ୍ଯ କରୁଥିବା ଅଭିଯୋଗରେ ଦୁଇ ଜଣ ଆଦିବାସୀଙ୍କୁ ମାଓବାଦୀମାନେ ହତ୍ୟା କରିବାର ଏକ ସପ୍ତାହ ପରେ ଚଳ୍ପକ…