Tag: India

ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରେସ୍‌ କନଫରେନ୍ସ ଡାକିଲେ ନିର୍ବାଚନ ଆୟୋଗ

ଚଳିତବର୍ଷ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ନୂଆଦିଲ୍ଲୀରେ ଦିନ ୧୨ଟା ୩୦ରେ ଏହି ପ୍ରେସମିଟ୍ କରାଯିବ । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପଠାଯାଇଛି। ପ୍ରଥମଥର ପାଇଁ…

ଏକଜିଟ୍ ପୋଲ୍ ରିପୋର୍ଟ ପରେ ରେକର୍ଡ ସୃଷ୍ଟି କଲା ସେୟାର ମାର୍କେଟ

ନିର୍ବାଚନ ଫଳଫଳ ପୂର୍ବରୁ ହୋଇଥିବା ଏକଜିଟ ପୋଲ ଆକଳନ ପରେ ପରେ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ଆଜି ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ ବୃଦ୍ଧି…

ସବୁ ଏକଜିଟ ପୋଲ୍ ଆକଳନରେ ଦେଶରେ ବିଜେପି ସୁନାମି

ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଛି। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ…

ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ

ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ…

ବିଦେଶରୁ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ଆରବିଆଇ

ବିଦେଶରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ…

୫ଦିନ ଭିତରେ କେରଳ ଛୁଇଁବ ମୌସୁମୀ; ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି

ଆଗାମୀ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ । ଖୁବ୍‌ଶୀଘ୍ର ଆସୁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗ ସୁଚନା ଅନୁସାରେ ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍‌ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। କିନ୍ତୁ ଏଥର ଶୀଘ୍ର ଦକ୍ଷିଣ-ପଶ୍ଚିମ…

ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ ନେତାଙ୍କର ହେବ ଭାଗ୍ୟପରୀକ୍ଷା ।

ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ ।…