ତାଜା ଖବର ରାଜନୀତି ରାଜ୍ୟ Congress Holds Parivartan Rally: ରାଜଧାନୀରେ ଇଣ୍ଡି ମେଣ୍ଟର ବିଶାଳ ‘ପରିବର୍ତ୍ତନ ରାଲି’: ୩ଟି ପ୍ରମୁଖ ଦାବି ନେଇ ସରକାରଙ୍କୁ ଘେରିଲେ ବିରୋଧୀ September 29, 2026 Papirani ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ଆଜି ଇଣ୍ଡି ମେଣ୍ଟ ପକ୍ଷରୁ ଏକ ବିଶାଳ ‘ପରିବର୍ତ୍ତନ ରାଲି’ ଆୟୋଜିତ ହୋଇଯାଇଛି। କଂଗ୍ରେସ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ହଜାର ହଜାର କର୍ମୀ ଓ ନେତା ଏକାଠି ହୋଇ ସରକାରଙ୍କ ବିରୋଧରେ ଜୋରଦାର ନାରାବାଜୀ…