ତାଜା ଖବର ରାଜ୍ୟ Iconic Tower Inaugurated at Sri Sri University: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆଇକନିକ୍ ଟାୱାର’ ଲୋକାର୍ପିତ; ଓଡ଼ିଶାର ଶିକ୍ଷା ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ November 16, 2026 Papirani ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିକାଶ ଯାତ୍ରାରେ ଆଜି ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନବନିର୍ମିତ ‘ଆଇକନିକ୍ ଟାୱାର’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ କରକମଳରେ ଏହାର ଲୋକାର୍ପଣ କରିଛନ୍ତି । ଏହି…