Tag: Heat wave

Heat wave Alert: ଆରମ୍ଭରୁ ରାଜ୍ୟରେ ଅସମ୍ଭାଳ ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। ସାରା ଓଡ଼ିଶାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଗରମ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ପାରଦ ଏବେ ୪୦°C ପାଖାପାଖି ପହଞ୍ଚିବାରେ ଲାଗିଛି, ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ପାଗକୁ…

Heat Wave In Odisha: ଆଗାମୀ ୨ ଦିନ ମଧ୍ୟରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଆହୁରି କଲବଲ କରିବ ତାତି। ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ…

ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୩ ଡିଗ୍ରୀ ପାର

କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଆଜି ସକାଳୁ ୩୩ ଡିଗ୍ରୀ ଟପିଲାଣି ରାଜଧାନୀ ଭୁବନେଶ୍ବର ତାପମାତ୍ରା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୩.୪…

ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରର ତାପମାତ୍ରା ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଢ଼େ ୨ ସୁଦ୍ଧା ଭୁବନେଶ୍ବର ତାପମାତ୍ରା…

ଅସହ୍ୟ ଗ୍ରୀଷ୍ମ ପ୍ରବାହ; ୮ଟା ସୁଦ୍ଧା ୩୨.୮ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସାରା ରାଜ୍ୟ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ତାଣ୍ତବ ରଚୁଥିବା ବେଳେ କିଛି ସ୍ଥାନରେ ଅତ୍ୟଧିକ ଗୁଳୁଗୁଳୁ ଅନୁଭୂତ ହେଉଛି । ଆର୍ଦ୍ରତା ହେତୁ…

ଆଜି ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି

ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗୁଳୁଗୁଳି ସହ ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ…

ପୁଣି ରାଜ୍ୟକୁ ଫେରିଲା ତାତି; ୩୫ ଡିଗ୍ରୀ ଟପିଲା ଝାରସୁଗୁଡ଼ା

ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହୋଇଗଲାଣି ପୂରା ରାଜ୍ୟ। ସାଢ଼େ ୮ଟା ସୁଦ୍ଧା ୩୫.୨ ଡିଗ୍ରୀ ଟପିଛି ଝାରସୁଗୁଡା । ସେହିପରି ସମ୍ବଲପୁର ୩୪.୪ ଡିଗ୍ରୀ ହୋଇଥିବା ବେଳେ ହୀରାକୁଦ ୩୪, ବାଲେଶ୍ୱର ୩୩ ଡିଗ୍ରୀ, ପୁରୀ ୩୩.୪,…

ଜଳୁଛି ପଶ୍ଚିମ ଓଡ଼ିଶା; ୪୬ ଡିଗ୍ରୀ ଟପିଲା ଝାରସୁଗୁଡ଼ା

କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି । ଏଇ ମଧ୍ୟରେ ପଶ୍ଚିମ ଓଡ଼ିଶା ଜଳୁଛି । ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଓଡ଼ିଶାରେ ଅସହ୍ୟ…

ରାଜ୍ୟରେ ୪୦ ଡିଗ୍ରୀ ଟପିଲା ତାତି; ୪୦.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତାତିରୁ ମିଳୁନି ନିସ୍ତାର । ଆଜି ବୌଦ୍ଧ ୪୦.୫ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୧୨ଟି ସହରରେ…

୩୯.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ପ୍ରଚଣ୍ଡ ଖରା, ଅସହ୍ୟ ଝାଞ୍ଜିପବନ । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ଝାରସୁଗୁଡ଼ା…