Tag: Gajalbadi Ghat

Cyclone Akvan Preparedness: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତା ସିଲ୍‌

ସମ୍ଭାବ୍ୟ ବାତ୍ୟା ‘ଅକ୍‌ୱାନ’ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତାକୁ ସିଲ୍‌ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି…