Tag: Flood-Affected Villages

Jajpur Flood Crisis: ଯାଜପୁରରେ ବନ୍ୟା ପରିସ୍ଥିତି ସଙ୍ଗୀନ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟାବହ ରୂପ ଧାରଣ କରିଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ବିଶେଷ କରି ଦଶରଥପୁର, କୋରେଇ, ବରୀ ଓ ଜେନାପୁର ଅଞ୍ଚଳରେ ବନ୍ୟାଜଳ…