ତାଜା ଖବର ରାଜ୍ୟ SCB Fire Tragedy Probe: ଏସସିବି ଅଗ୍ରିକାଣ୍ଡ ତଦନ୍ତ: ଚତୁର୍ଥ ଥର ପାଇଁ ବଢ଼ିଲା ନ୍ୟାୟିକ କମିଶନଙ୍କ କାର୍ଯ୍ୟକାଳ November 12, 2026 Papirani କଟକ ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ୨୦୨୬ ମାର୍ଚ୍ଚ ୧୬ରେ ଘଟିଥିବା ଅଗ୍ରିକାଣ୍ଡ ଘଟଣାର ତଦନ୍ତ କରୁଥିବା ନ୍ୟାୟିକ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ…