Tag: farmhouse

Elephant Death Case in Dhenkanal Farmhouse: ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣା; ୩ ଗିରଫ ସହିତ ହିନ୍ଦୋଳ ଫରେଷ୍ଟର ନିଲମ୍ବିତ

ହିନ୍ଦୋଳରେ ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବିଭାଗ। ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ। ସେହିପରି ଏହି ଘଟଣାରେ ୩ ଜଣ…

ବାଜ୍ୟାପ୍ତି ହେବ ବିଜେଡି ନେତା ରାଜା ଚକ୍ରର ଅଲିସାନ ଫାର୍ମହାଉସ୍

ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଗିରଫ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ହାଇକୋର୍ଟରୁ ମିଳିଲା ଶକ୍ତ ଝଟକା । ରାଜାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ । ଏହା ସହିତ ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ…

loader