ହିନ୍ଦୋଳରେ ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବିଭାଗ। ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ।

ସେହିପରି ଏହି ଘଟଣାରେ ୩ ଜଣ ଗିରଫ । କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ୍‌ ଗଲେ ଫାର୍ମ ହାଉସ ମାଲିକ ହିନ୍ଦୋଳ ଅଞ୍ଚଳର କୁବେର ରାଜଙ୍କ ସମେତ ଜେସିବି ଅପରେଟର ଓ ଫାର୍ମ ହାଉସର ଜଗୁଆଳି । ଏହି ଘଟଣାରେ ଆହୁରି ଲୋକଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଛି ।

Leave a Reply

Your email address will not be published. Required fields are marked *