Tag: Elephant Death

Elephant Death Case in Dhenkanal Farmhouse: ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣା; ୩ ଗିରଫ ସହିତ ହିନ୍ଦୋଳ ଫରେଷ୍ଟର ନିଲମ୍ବିତ

ହିନ୍ଦୋଳରେ ହାତୀକୁ ଫାର୍ମ ହାଉସରେ ପୋତିବା ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବିଭାଗ। ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ। ସେହିପରି ଏହି ଘଟଣାରେ ୩ ଜଣ…

Elephant Deaths: ରାଜ୍ୟରେ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ

ରାଜ୍ୟରେ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ। ଏ ନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ୨୭ ହାତୀ

୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହୋଇଛି ୨୭ ହାତୀଙ୍କ ମୃତ୍ୟୁ । ଏନେଇ ଆଜି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ବିଜୁଳି ଆଘାତକାରଣରୁ…

ହାତୀ ‘ରାମୁ’ର ମୃତ୍ୟୁ ଘଟଣା; କାମର ହିସାବ ମାଗିଲେ ପିସିସିଏଫ୍

ହାତୀ ‘ରାମୁ’ର ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି। ନିୟୋଜିତ ସ୍ୱତନ୍ତ୍ର ସ୍କ୍ବାର୍ଡଙ୍କ କାମର ହିସାବ ମାଗିଲେ ପିସିସିଏଫ୍। ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ଚିଠି ହୋଇଛି। ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ ଅଛନ୍ତି।…