ତାଜା ଖବର ରାଜନୀତି ରାଜ୍ୟ Eco Retreat 2026–27: ରାଜ୍ୟର ତିନୋଟି ପର୍ଯ୍ୟଟନ ସ୍ଥଳରେ ‘ଇକୋ ରିଟ୍ରିଟ୍ ୨୦୨୬–୨୭’ର ଶୁଭାରମ୍ଭ November 16, 2026 Papirani ରାଜ୍ୟରେ ଅଭିଜ୍ଞତାଭିତ୍ତିକ ଏବଂ ପରିବେଶ ଅନୁକୂଳ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭର୍ଚୁଆଲ୍ ମାଧ୍ୟମରେ ‘ଇକୋ ରିଟ୍ରିଟ୍ ୨୦୨୬–୨୭’ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି। ସାତକୋଶିଆ, ଦାରିଙ୍ଗବାଡ଼ି ଏବଂ ହୀରାକୁଦ ଭଳି ତିନୋଟି…