Tag: Drug Control department

Pharmacy Bandh: ମେ’ ୨୦ରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା; ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ମେ’ ୨୦ରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା । ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (AIOCD) ପକ୍ଷରୁ ଅନ୍‌ଲାଇନ୍‌ ମେଡିସିନ୍‌ ବିକ୍ରିକୁ ବିରୋଧ କରି ଚଳିତ ମାସ ୨୦ ତାରିଖରେ ସାରା ଦେଶରେ ଔଷଧ ଦୋକାନ…